Maoist Dump: ଜଙ୍ଗଲରୁ ମାଓବାଦୀ ଡମ୍ପ ଠାବ;ଦେଶୀ ବନ୍ଧୁକ, ଆଇଡି ଓ ବିସ୍ଫୋରକ ଜବତ
ମାଥିଲି:ମାଓ ବିରୋଧୀ ଅଭିଯାନରେ ମାଲକାନଗିରି ପୋଲିସକୁ ବଡ଼ ସଫଳତା ମିଳିଛି । ମାଥିଲି ଥାନା କିରିମିଟି କାଦଭଟା ଜଙ୍ଗଲରେ ଡିଭିଏଫ୍ ଏକ ମାଓ ଡମ୍ପ ଠାବ କରିଛି। । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ସୂଚନା ଆଧାରରେ ଏହି ଅଭିଯାନ ହୋଇଥିବା ସୂଚନା ରହିଛି ।
ମାଲକାନଗିରି ଡିଭିଏଫ୍ ଟିମ୍…