Cyclone Montha: ବାତ୍ୟା ପାଇଁ ୩ ଦିନ ଲାଗି ଗୋପାଳପୁରରେ ହୋଟେଲ ବନ୍ଦ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବାତ୍ୟା ମୋନ୍ଥାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସୋମବାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୋପାଳପୁରର ସମସ୍ତ ହୋଟେଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
୨୭ ତାରିଖରୁ ତିନି ଦିନ ପାଇଁ ହୋଟେଲ ଗୁଡ଼ିକୁ ବନ୍ଦ ରଖିବା ସହ ସମସ୍ତ ବୁକିଂ…