Latest Odisha News

BREAKING NEWS

ଦୁର୍ନୀତି ଅଭିଯୋଗରେ ପଦ୍ମପୁର ତହସିଲଦାର ନିଲମ୍ବିତ 

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପଦ୍ମପୁର ତହସିଲଦାର ବିପିନ କୁମାର ପ୍ରଧାନଙ୍କୁ ଦୁର୍ନୀତି ଅଭିଯୋଗରେ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି। ରାଜସ୍ୱ ବିଭାଗରେ କୌଣସି ପ୍ରକାର ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏହି…

ସାବଧାନ! ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୭୧ ବସର ନାହିଁ ଫିଟନେସ୍ ସାର୍ଟିଫିକେଟ୍

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଦୈନିକ ଛାତ୍ରଛାତ୍ରୀମାନଙ୍କୁ ନବା ଆଣିବା କରୁଥିବା ବସକୁ ନେଇ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ୧୧୭୧ଟି ସ୍କୁଲ ବସରେ ନାହିଁ ଫିଟନେସ୍‌ ସାର୍ଟିଫିକେଟ । ଅତ୍ୟନ୍ତ ବିପଜ୍ଜ କଲେଜ ଯାଉଛନ୍ତି ଛାତ୍ରଛାତ୍ରୀ । ସେଥିମଧ୍ୟରୁ…

SC Slams Freebies: ମାଗଣା ସାମଗ୍ରୀ ଦେଲେ ବିକାଶ ପାଇଁ ଅର୍ଥ କେଉଁଠୁ ଆସିବ; ସରକାରଙ୍କ ଉପରେ ବର୍ଷିଲେ…

ନୂଆଦିଲ୍ଲୀ: ତାମିଲନାଡୁ ବିଦ୍ୟୁତ୍ ବଣ୍ଟନ ନିଗମ ଲିମିଟେଡ୍ ଗ୍ରାହକଙ୍କ ଆର୍ଥିକ ପରିସ୍ଥିତି ନିର୍ବିଶେଷରେ ସମସ୍ତଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇବା ପାଇଁ ପ୍ରସ୍ତାବ ଦେଇ ସୁପ୍ରୀମକୋର୍ଟରେ ଏକ ଆବେଦନ ଦାଖଲ କରିଛି। ଯାହାପରେ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ…

Helipad:ଶିମିଳିପାଳରେ ହେବ ହେଲିପ୍ୟାଡ୍‌

ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ହେବ ହେଲିପ୍ୟାଡ୍‌ । ଏନେଇ ବିଧାନସଭା ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ଆବଶ୍ୟକୀୟ ଜମି ନିରୂପଣ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ବୋଲି ସେ କହିଛନ୍ତି । ଭୁବନେଶ୍ୱର-ଗୋପାଳପୁର,…

ତୃତୀୟଲିଙ୍ଗୀ ଓ ସମଲିଙ୍ଗୀ ଦମ୍ପତି ଲିଭ-ଇନ୍‌ରେ ଥିଲେ ହସ୍ତକ୍ଷେପ କରିପାରିବେନି ପରିବାର ଲୋକେ: ହାଇକୋର୍ଟ

ଆହ୍ଲାବାଦ: ତୃତୀୟଲିଙ୍ଗୀ ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରଖିପାରିବେ ଲିଭ୍-ଇନ୍ ରିଲେସନସିପ୍। ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ, ଆହ୍ଲାବାଦ ହାଇକୋର୍ଟ ଏହି ଲିଭ-ଇନ୍ ସମ୍ପର୍କକୁ ସୁରକ୍ଷା ଦେଇଛନ୍ତି। ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ସମ୍ପର୍କରେ ସେମାନଙ୍କ ପରିବାର ସଦସ୍ୟ…

ବାଲ୍ୟ ବିବାହ ମୁକ୍ତ ଦୌଡ଼ରେ ସାମିଲ ହେଲା ଦେବଗଡ଼..

ଭୁବନେଶ୍ୱର: ବାଲ୍ୟ ବିବାହ ମୁକ୍ତ ହେଲା ଦେବଗଡ଼ ଜିଲ୍ଲା । ପୂର୍ବରୁ ରାଜ୍ୟରେ ଗଞ୍ଜାମ ଓ ଗଜପତି ବାଲ୍ୟ ବିବାହ ମୁକ୍ତ ଘୋଷିତ ହୋଇଥିବାବେଳେ ଦେବଗଡ଼ ତୃତୀୟ ଜିଲ୍ଲା ଭାବେ ଏ ମାନ୍ୟତା ପାଇବାକୁ ଯାଉଛି । ୨୦୩୦ ସୁଦ୍ଧା ଓଡ଼ିଶା ହେବ ବାଲ୍ୟ ବିବାହ ମୁକ୍ତ ରାଜ୍ୟ । ଓଡ଼ିଶାକୁ ବାଲ୍ୟ ବିବାହ ମୁକ୍ତ…

Journalist Attacked: ସାମ୍ବାଦିକଙ୍କ ହାତ ଓ ଗୋଡ଼କୁ ଖଣ୍ଡାରେ ହାଣିଲେ ୬ ଦୁର୍ବୃତ୍ତ

ଅନୁଗୁଳ: ପୁଣି ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଖଣ୍ଡାରେ ହାତ ଓ ଗୋଡ଼କୁ ହାଣିପକାଇଲେ ୬ ଜଣ ଦୁର୍ବୃତ୍ତ । ଏହି ଆକ୍ରମଣ ଘଟିଛି ତାଳଚେର ସନ୍ଥପଡ଼ା ନଦୀ ଘାଟରେ । ଗୁରୁତର ଅବସ୍ଥାରେ ସାମ୍ବାଦିକ ଜଣଙ୍କୁ ସ୍ଥାନୀୟ ମଣ୍ଡାପାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାର୍ଯ୍ୟରତ…

Taliban Legalises Domestic Violence: ‘ଘରୋଇ ହିଂସା ନୁହେଁ ସ୍ତ୍ରୀ କିମ୍ୱା ମହିଳାଙ୍କୁ ମାଡ଼…

ନୂଆଦିଲ୍ଲୀ: ସବୁ ବର୍ବରତା ଟପିଗଲେ ତାଲିବାନ୍ ସରକାର ଘରୋଇ ହିଂସାକୁ ଦେଲେ ଲାଇସେନ୍ସ ଲାଗୁ କଲେ ନୂତନ ଆଇନ୍ "ସ୍ତ୍ରୀ ଏବଂ ମହିଳାଙ୍କୁ ମାଡ଼ ମାରିବା ଘରୋଇ ହିଂସା ନୁହେଁ..., ଯେପର୍ଯ୍ୟନ୍ତ ନ ଭାଙ୍ଗିଛି ହାଡ଼" ଦିନକୁ ଦିନ ମହିଳାଙ୍କ ପ୍ରତି ନିଷ୍ଠୁର ହେବାରେ ଲାଗିଛି…

ଭାରତ ନୂତନ ପ୍ରଯୁକ୍ତିବିଦ୍ୟା ସୃଷ୍ଟି କରେ ଏବଂ ଏହାକୁ ଦ୍ରୁତ ଗତିରେ ଗ୍ରହଣ ମଧ୍ୟ କରେ: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ରାଜଧାନୀ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ 'ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍ ୨୦୨୬'ରେ ଉଦବୋଧନ ଦେଇଛନ୍ତି। ଅନ୍ତର୍ଭୁକ୍ତ ଏବଂ ସାର୍ବଭୌମ ଏଆଇର ଦୃଷ୍ଟିକୋଣ ଉପରେ ଭାରତର ପ୍ରାଥମିକତାକୁ ରୂପରେଖା ଦେଇ ପ୍ରଧାନମନ୍ତ୍ରୀ ମୋଦି…

କାର୍ଲସବାଡ୍ କାଭର୍ଣ୍ଣସ୍’ ଗୁମ୍ଫା; ୪ କୋଟି ୯୦ ଲକ୍ଷ ବର୍ଷର ପୁରୁଣା ଦୁନିଆ ! 

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ଏମିତି ଏକ ଦୁନିଆ, ଯେଉଁଠି କୋଟି କୋଟି ବର୍ଷ ଧରି ସୂର୍ଯ୍ୟ ଆଲୋକ ପହଞ୍ଚି ନାହିଁ, କିନ୍ତୁ ସେଠାରେ ଜୀବନ ରହିଛି । ନ୍ୟୁ ମେକ୍ସିକୋର 'କାର୍ଲସବାଡ୍ କାଭର୍ଣ୍ଣସ୍' ଗୁମ୍ଫା ଭିତରେ ବୈଜ୍ଞାନିକମାନେ ଏମିତି କିଛି ଦେଖିବାକୁ ପାଇଛନ୍ତି, ଯାହା ଆମର ଜୀବନ ପ୍ରତି…