୭ ବର୍ଷ ପରେ ଭାରତ ଆସିବେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ!
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ। ଆସନ୍ତା ମାସ BRICS ସମ୍ମିଳନୀକୁ ଆସିବା ନେଇ ସୂଚନା ମିଳିଛି। ଦୀର୍ଘ ୭ ବର୍ଷ ବ୍ୟବଧାନ ପରେ ଏକ ବଡ଼ ଟିମ୍ ସହ ଆସିବେ ବୋଲି କୁହାଯାଉଛି। ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ୪ ଶହ ଜଣିଆ ଟିମ୍ ସହ ଆସିପାରନ୍ତି ଚୀନ୍…