୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଗିରଫ ହେଲେ ବାବା ପାର୍ଥସାରଥି
ନୂଆଦିଲ୍ଲୀ: ଗିରଫ ହେଲେ ଶ୍ରୀ ଶାରଦା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟ-ରିସର୍ଚ୍ଚର ପୂର୍ବତନ ନିର୍ଦ୍ଦେଶକ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଓରଫ ପାର୍ଥସାରଥି । ଆଗ୍ରାରୁ ତାଙ୍କୁ ଗିରଫ କଲା ପୋଲିସ । ତାଙ୍କ ନାମରେ ୧୭ଜଣରୁ ଅଧିକ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା…