Bareilly Unrest : ବରେଲି ଦଙ୍ଗାରେ ବଡ଼ କାର୍ଯ୍ୟାନୁଷ୍ଠାନ: ମୌଲାନା ତୌକିର ରଜା ଗିରଫ, ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍…
ଲକ୍ଷ୍ନୌ:ବରେଲି ପୋଲିସ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନେ ମୌଲାନା ତୌକିର ରଜା ସମେତ ଆଠ ଜଣଙ୍କୁ ଗିରଫ କରି ଫାରୁଖାବାଦ ଜିଲ୍ଲାର ଫତେଗଡ଼ କେନ୍ଦ୍ରୀୟ କାରାଗାରକୁ ପଠାଇ ଦେଇଛନ୍ତି। ବିଭିନ୍ନ ଥାନାରେ ମୋଟ ୧୧ଟି ମାମଲା ମଧ୍ୟ ରୁଜୁ ହୋଇଛି। ଆଇଏମସି ମୁଖ୍ୟ ମୌଲାନା ତୌକିର…