Latest Odisha News

BREAKING NEWS

IIT Bhubaneswar:ଆଇଆଇଟି ଭୁବନେଶ୍ୱର ଏବଂ ଇସ୍ରୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ; ଗବେଷଣା ଏବଂ ବିକାଶକୁ…

ଭୁବନେଶ୍ୱର: ଭାରତୀୟ ମହାକାଶ ଗବେଷଣା ସଂଗଠନ (isro), ଏହାର ଜାତୀୟ ଦୂରବର୍ତ୍ତୀ ସେନ୍ସିଂ କେନ୍ଦ୍ର (NRSC) ମାଧ୍ୟମରେ ଏବଂ ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର ୧୭ ଅକ୍ଟୋବର ୨୦୨୫ରେ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି ଯାହା ଦ୍ୱାରା ସହଯୋଗପୂର୍ଣ୍ଣ ଗବେଷଣା ଏବଂ…

India issues NOTAM: ବର୍ଡରରେ ତିନି ସେନା କରିବେ ମିଳିତ ସମରାଭ୍ୟାସ;NOTAM ଜାରି

ନୂଆଦିଲ୍ଲୀ: ପାକିସ୍ତାନର ଉଡିବ ହୋସ୍ । ତ୍ରି-ସେବା ଅଭ୍ୟାସ, ଅର୍ଥାତ୍ ଭାରତୀୟ ସେନା, ନୌସେନା ଏବଂ ବାୟୁସେନା ପାକିସ୍ତାନ ସୀମାରେ ଏକାଠି ଯୁଦ୍ଧ ଅଭ୍ୟାସ କରିବାକୁ ଯାଉଛନ୍ତି। ସ୍ଥଳସେନା, ବାୟୁସେନା ଏବଂ ନୌସେନା ଅକ୍ଟୋବର ୩୦ ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ରାଜସ୍ଥାନ ଏବଂ ଗୁଜରାଟରେ ଯୁଦ୍ଧ…

J&K Rajya Sabha:​​​​​​​ଜମ୍ମୁ କାଶ୍ମୀର ରାଜ୍ୟସଭା ନିର୍ବାଚନ: ୩ ଆସନରେ ନ୍ୟାସନାଲ୍ କନଫରେନ୍ସ, ଗୋଟିଏରେ…

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଚାରୋଟି ରାଜ୍ୟସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ନ୍ୟାସନାଲ କନଫରେନ୍ସ (ଏନସି) ପ୍ରାର୍ଥୀମାନେ ଚାରୋଟି ଆସନ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଆସନରେ ବିଜେପି ବିଜୟୀ ହୋଇଛି । ନ୍ୟାସନାଲ୍ କନଫରେନ୍ସର…

ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ

ପୁରୀ: ଘରେ ପଶି ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ । ଘରେ ପଶି ସଂପର୍କୀୟ ଭାଇ ଓ ଦାଦା ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା ଓ ପୁତୁରାକୁ ଅଟକ ରଖି ତଦନ୍ତ ଚଳାଇଛି। ସୂଚନାଥାଉକି, ଚନ୍ଦନପୁର ଥାନା…

ଭାରତୀୟ ବାୟୁସେନାର ସାହସୀ ଯୋଦ୍ଧାମାନେ ଏବେ ଏହି ବିମାନ ସହିତ ନେବେ ତାଲିମ

ବେଙ୍ଗାଲୁରୁ: ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ଦ୍ୱାରା ନିର୍ମିତ ପ୍ରଥମ ହିନ୍ଦୁସ୍ତାନ ଟର୍ବୋ ଟ୍ରେନର-୪୦ (ଏଚଟିଟି-୪୦) ସିରିଜ୍ ଉତ୍ପାଦନ ବିମାନ, TH 4001, ଶୁକ୍ରବାର ବେଙ୍ଗାଲୁରୁରେ ଉଡ଼ାଣ କରିଥିଲା । ଏହି ବିମାନ ଭାରତୀୟ ବାୟୁସେନାର ପରବର୍ତ୍ତୀ ପିଢ଼ିର ବାୟୁ…

ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ଶୁକ୍ରବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆଗାମୀ ସମ୍ଭାବ୍ୟ ବାତ୍ୟା ଜନିତ ବର୍ଷାକୁ ଦୃଷ୍ଟିରେ ରଖି ସ୍ଥିତି…

ରାଜ୍ୟରେ ଖାଲିପଡ଼ିଥିବା ୪୨୧୯ କନଷ୍ଟେବଳ ପଦକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଖାଲିପଡ଼ିଥିବା ୪୨୧୯ କନଷ୍ଟେବଳ ପଦ ଏବେ ସିଧାସଳଖ ପୂରଣ ହେବ । ଏନେଇ ଶୁକ୍ରବାର ଗୃହ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ସଂକ୍ରାନ୍ତରେ ଗୃହବିଭାଗ ଉପସଚିବ ତରୁଣ କୁମାର ପଣ୍ଡା ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । କନଷ୍ଟେବଳ…

ବିଶ୍ୱରେ କେଉଁ ଦେଶରେ ମିଳେ ସବୁଠୁ ଅଧିକ ସରକାରୀ ଛୁଟି? ଜାଣନ୍ତୁ ଭାରତରେ କେତେଦିନ…

ନୂଆଦିଲ୍ଲୀ: ବିଶ୍ୱର ସମସ୍ତ ଦେଶରେ ସରକାରୀ ଛୁଟି ନିଶ୍ଚିତ ଭାବେ ପାଳନ କରାଯାଏ। କିନ୍ତୁ ପ୍ରଶ୍ନ ଉଠେ, କେଉଁ ଦେଶରେ ସବୁଠୁ ଅଧିକ ସରକାରୀ ଛୁଟି ମିଳେ? କିଛି ଦେଶ ଲମ୍ବା ସପ୍ତାହାନ୍ତକୁ ପ୍ରାଥମିକତା ଦିଅନ୍ତି, ତ କେଉଁଠି ଧାର୍ମିକ ଅନୁଷ୍ଠାନଗୁଡ଼ିକୁ ଗୁରୁତ୍ୱ ଦିଆଯାଏ। ସାର୍ବଜନିନ ଛୁଟିର…

ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପୁରୀ ପୋଲିସର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ଆସୁଛି ପର୍ଯ୍ୟଟନ ଋତୁ ଏହାକୁ ଦୃଷ୍ଟିରେ ରଖି, ପୁରୀ ପୋଲିସ ପକ୍ଷରୁ ସମସ୍ତ ହୋଟେଲ ମାଲିକ, ପରିଚାଳକ ଓ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ପାଇଁ ଏକ ବିସ୍ତୃତ ବୈଠକ କରାଯାଇଛି । ପୁରୀ ସହର ଓ ସମୁଦ୍ରତଟ ଅଞ୍ଚଳରେ ପର୍ଯ୍ୟଟକ ସୁରକ୍ଷା, ହୋଟେଲ ଶୃଙ୍ଖଳା, ଏବଂ ଅନଲାଇନ ଠକେଇ ରୋକିବା…

ମହିଳାଙ୍କ ଠାରେ ଏହି ଲକ୍ଷଣ ଥିଲେ ସାବଧାନ ! ନେଇଯିବ ଜୀବନ

ନୂଆଦିଲ୍ଲୀ: ସାରା ବିଶ୍ୱରେ ମହିଳାଙ୍କ ମଧ୍ୟରେ ଗର୍ଭାଶୟ କର୍କଟ (Cervical Cancer) ଏକ ମାରାତ୍ମକ ରୋଗ ଭାବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା ଏକ ଏପରି ରୋଗ, ଯାହା ପ୍ରାରମ୍ଭିକ ପର୍ଯ୍ୟାୟରେ ଚିହ୍ନଟ ହେଲେ ସମ୍ପୂର୍ଣ୍ଣ ଆରୋଗ୍ୟ ସମ୍ଭବ, କିନ୍ତୁ ଅଜ୍ଞତା ଓ ଅବହେଳା ଏହାକୁ ବିପଜ୍ଜନକ…