ରାଜ୍ୟପାଳଙ୍କ କ୍ଷୋଭ; ‘ସ୍କିମ୍ ବିଷୟରେ ଅଫିସର ମାନେ ବି ଜାଣୁନାହାନ୍ତି’
ଭୁବନେଶ୍ୱର: ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ଉଦ୍ବେଗ ପ୍ରକାଶ କଲେ ରାଜ୍ୟପାଳ ଡ. ହରିବାବୁ କମ୍ଭମପତି । ଆଜି ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଅସନ୍ତୋଷ ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ, ଓଡିଶାର ୫ ପ୍ରତିଶତ ଲୋକେ ବିଭିନ୍ନ ସାମାଜିକ ସ୍କିମ୍ ନେଇ ଅବଗତ ଅଛନ୍ତି । ରାଜ୍ୟର…