ନବରାତ୍ରିରେ କାହିଁକି ବୁଣା ଯାଏ ଯଅ, ଜାଣନ୍ତୁ କଣ ରହିଛି ମାହାତ୍ମ୍ୟ
ନୂଆଦିଲ୍ଲୀ: ଅକ୍ଟୋବର ୧ରେ ମହାନବମୀରେ କନ୍ୟା ପୂଜନ ସହିତ ଶେଷ ହେବ ନବରାତ୍ରି। ଏହି ସମୟରେ ଦେବୀ ଦୁର୍ଗାଙ୍କ ନଅଟି ରୂପକୁ ବିଧିବଦ୍ଧ ଭାବରେ ପୂଜା କରାଯାଇଥାଏ।ଏହି ସମୟରେ ଲୋକମାନେ ସେମାନଙ୍କ ଘରେ ଅଖଣ୍ଡ ଦୀପ ଜଳାଇ ଦେବୀ ଦୁର୍ଗାଙ୍କୁ ପୂଜା କରିଥାନ୍ତି। ଏହି ଅବସରରେ ପୂଜା ଏବଂ ଉପବାସ…