ଇସ୍ପାତ କାରଖାନାରେ ବଡ଼ ଦୁର୍ଘଟଣା; ୬ ଶ୍ରମିକ ମୃତ, ୬ ଆହତ
ଛତିଶଗଡ଼: ଛତିଶଗଡ଼ ରାଜଧାନୀ ରାୟପୁରର ସିଲତରା ଶିଳ୍ପ ଅଞ୍ଚଳରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଗୋଦାବରୀ ଇସ୍ପାତ ଲିମିଟେଡ୍ ନାମକ ଏକ ଘରୋଇ କମ୍ପାନୀର ଏକ ନିର୍ମାଣଧୀନ ଛାତ ଭୁଶୁଡି ପଡ଼ିଛି। ଏହି ଦୁର୍ଘଟଣାରେ ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଛଅ ଜଣ ଆହତ ହୋଇଛନ୍ତି।…