Latest Odisha News

BREAKING NEWS

ରଥଯାତ୍ରା ବେଳେ ପୂର୍ବତଟ ରେଳପଥ ପକ୍ଷରୁ ୩୬୫ ସ୍ୱତନ୍ତ୍ର ଟ୍ରେନ ହେବ ଚଳାଚଳ

ଭୁବନେଶ୍ବର: ପୁରୀରେ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମହୋତ୍ସବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକର ତୀର୍ଥଯାତ୍ରୀ ଏବଂ ପରିଦର୍ଶକମାନଙ୍କ ସୁଗମ ଯାତ୍ରା ସୁନିଶ୍ଚିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛି । ରଥଯାତ୍ରା ୨୦୨୫ ସମୟରେ ନିୟମିତ…

ଇରାନ ଉପରେ ଆକ୍ରମଣ କରିଥିବା ଆମେରିକାର ଏହି B-2 ବମ୍ବରର କ’ଣ ରହିଛି ବିଶେଷତ୍ବ?

ନୂଆଦିଲ୍ଲୀ: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଗତ କିଛି ଦିନ ଧରି ଚାଲିଥିବା ସଂଘର୍ଷ ଆହୁରି ତୀବ୍ର ହେବାର ସମ୍ଭାବନା ବୃଦ୍ଧି ପାଇଛି । ଏବେ ଆମେରିକା ଏହି ଯୁଦ୍ଧରେ ପ୍ରବେଶ କରିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରି ଶନିବାର ଆମେରିକା ଆକ୍ରମଣ ବିଷୟରେ ସୂଚନା…

ଯାଜପୁରରେ ସୁଧୁରୁଛି ଡାଇରିଆ ସ୍ଥିତି, ଆଉ ୩ ନୂଆ ଆକ୍ରାନ୍ତ ଚିହ୍ନଟ

ଯାଜପୁର: ରାଜ୍ୟରେ ଡାଇରିଆ ପରିସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ଓ ନୂତନ ସଂକ୍ରମିତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ହ୍ରାସ ପାଉଛି । ଯାଜପୁର ଜିଲ୍ଲାରେ ମଧ୍ୟ ଧୀରେ ଧୀରେ ସୁଧୁରୁଛି ଡାଇରିଆ ସ୍ଥିତି । ଯାଜପୁର ରୋଡ ମେଡିକାଲରେ ଆଜି ଆଉ ୩ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ,…

ବର୍ଷିୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କର ପ୍ରଥମ କବିତା ସଙ୍କଳନ “କାହାଣୀ ନୁହେଁ’ର ଦ୍ଵିତୀୟ…

ଭୁବନେଶ୍ବର: ଓଡ଼ିଆ ସାହିତ୍ୟ ଜଗତର ବରିଷ୍ଠ ତଥା ବୟୋଜ୍ୟେଷ୍ଠ କଥାକାର ଅଚ୍ୟୁତାନନ୍ଦ ପତିଙ୍କର ୯୯ ତମ ଜନ୍ମ ଦିବସ ଅବସରରେ, ଅଗ୍ରଣୀ ପ୍ରକାଶନ ସଂସ୍ଥା ବି.କେ ପବ୍ଲିକେଶନ ଆନୁକୁଲ୍ୟରେ ପ୍ରକାଶିତ ଶ୍ରୀ ପତିଙ୍କର ପ୍ରଥମ କବିତା ସଙ୍କଳନ 'କାହାଣୀ ନୁହେଁ'ର ଦ୍ଵିତୀୟ ସଂସ୍କରଣ ଉନ୍ମୋଚିତ…

ଭୟଙ୍କର ରୋଗ ସହ ଲଢୁଛନ୍ତି ସଲମାନ, କପିଲ୍ ଶର୍ମା ଶୋରେ କଲେ ବଡ ଖୁଲାସା….

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଭାଇଜାନ ଭାବରେ ଜଣାଶୁଣା ସଲମାନ ଖାନ ସବୁବେଳେ ତାଙ୍କର ଏନର୍ଜି ଏବଂ ସ୍ୱାଗ୍ ପାଇଁ ଜଣାଶୁଣା। ତାଙ୍କ ନାମ ଶୁଣିବା ମାତ୍ରେ ପ୍ରଥମେ ମନେ ପଡ଼େ ପାଓ୍ବାର, ମସଲ୍ ବଢି ଏବଂ ଭାରତର ସବୁଠାରୁ ଆକର୍ଷଣୀୟ ଯୋଗ୍ୟ ଅବିବାହିତା ବ୍ୟକ୍ତିତ୍ୱ। ତଥାପି, ଅନେକ ଲୋକ…

କାମାକ୍ଷାନଗରରେ ହେବ ଆଲୁମନିୟମ୍ ପ୍ଲାଣ୍ଟ;ସୃଷ୍ଟି ହେବ ୪୦ ହଜାର ନିଯୁକ୍ତି

ଢେଙ୍କାନାଳ:କାମାକ୍ଷାନଗରରେ ତିଆରି ହେବ ଆଲୁମନିୟମ୍ ପ୍ଲାଣ୍ଟ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଠାରେ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା । ଏହି ଆଲୁମନିୟମ୍ ପ୍ଲାଣ୍ଟ ତିଆରି ହେଲେ ପ୍ରାୟ ୪୦ ହଜାର ଯୁବକଯୁବତୀଙ୍କୁ ରୋଜଗାର ମିଳିବ । ଖାଦ୍ୟ…

ଓଡ଼ିଶା ଭଳି ଶାନ୍ତିପ୍ରିୟ ସ୍ଥାନ କେଉଁଠି ନାହିଁ: ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଭାରତକୁ ନେଇ ଆମେରିକାର ଟ୍ରାଭେଲ ଆଡଭାଇଜରି ପରେ କଡ଼ା ଜବାବ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଅପରାଧ ଏବଂ ଆତଙ୍କବାଦର ବିପଦକୁ ଉଲ୍ଲେଖ କରି ଭାରତରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ରବିବାର ଆମେରିକା ଏହାର ନାଗରିକମାନଙ୍କୁ ପରାମର୍ଶ ଦେଇଥିଲା।…

ରଥଯାତ୍ରା ସମୟରେ ପୁରୀକୁ ଜଗିବ ୨୭୫ AI କ୍ୟାମେରା

ପୁରୀ: ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସମୟରେ ପୁରୀ ସହରକୁ ୨୭୫ଟି AI କ୍ୟାମେରା ଜଗିବ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ । ଏଥିସହିତ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ ବୋଲି…

ଅଘଟଣ-ଶୂନ୍ୟ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ପୌରସଂସ୍ଥାର ଟାଉନ ହଲଠାରେ ରଥଯାତ୍ରା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି।ବୈଠକରେ ମୁଖ୍ୟମନ୍ତ୍ରୀ…

ଓଡିଶାରେ ଅସୁରକ୍ଷିତ ଆମେରିକୀୟ?

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡିଶାକୁ ଯାଅ ନାହିଁ ଆମେରିକୀୟ । ଭାରତରେ ସୁରକ୍ଷିତ ନାହାନ୍ତି ଆମେରିକୀୟ ମହିଳା । ଭାରତର ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ଜାରି ହେଲା ଆଡଭାଇଜରି । କିଛି ଏପରି ସତର୍କତା ଜାରି କରି ଆମେରିକାର ବୈଦେଶିକ ବିଭାଗ ଭାରତ ଗସ୍ତ କରୁଥିବା ଏହାର ନାଗରିକଙ୍କ ପାଇଁ…