ଆମେରିକାକୁ ଡାକ ସେବା ବନ୍ଦ କଲା ଭାରତ
ନୂଆଦିଲ୍ଲୀ: ଆମେରିକା ସରକାରଙ୍କ ଦ୍ୱାରା ନୂତନ ଶୁଳ୍କ ନିୟମ ଘୋଷଣା କରାଯିବା ପରେ ଆମେରିକାକୁ ଡାକ ପୋଷ୍ଟ ମାଧ୍ୟମରେ ପଠାଯାଉଥିବା ସାମଗ୍ରୀକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ଭାରତ ନିଷ୍ପତ୍ତି ନେଇଛି।
୨୫ ଅଗଷ୍ଟରୁ ଅଧିକାଂଶ ସାମଗ୍ରୀ ଉପରେ ଏହା ଲାଗୁ କରାଯିବା ନେଇ ନିଷ୍ପତ୍ତି…