ଅଲ୍ଟ୍ରାସୋନିକ୍ ଥେରାପି କ’ଣ? ଏହା ସାହାଯ୍ୟରେ କେଉଁ ରୋଗର ଚିକିତ୍ସା କରାଯାଏ?
ଭୁବନେଶ୍ବର: ଅଲ୍ଟ୍ରାସୋନିକ ଥେରାପି(ସର୍ଜରୀ ହୋଇନଥାଏ) ଏକ ଫିଜିଓଥେରାପି କୌଶଳ ଯାହା ହାଇ ଫ୍ରିକ୍ବେନସି ସାଉଣ୍ଡ ତରଙ୍ଗ ବ୍ୟବହାର କରି ଶରୀରର ଟିସୁଗୁଡ଼ିକୁ ସୁସ୍ଥ କରିବାରେ ସାହାଯ୍ୟ କରେ। ଏହା ବିଶେଷକରି ମାଂସପେଶୀ ଏବଂ ଗଣ୍ଠିର ଗଭୀର ଆଘାତ ସୁସ୍ଥ କରିବା ପାଇଁ ବ୍ୟବହୃତ ହୁଏ। ଏଥିରେ,…