ଶ୍ରୀ ଭାଗବତ ସାର ୧୨୬: ଗୋପୀ ଭାବଟିର ସ୍ୱରୂପ କଣ ?
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ବର୍ଣିତ ଗୋପୀ ଭାବ, ସାଧାରଣ ଭକ୍ତି ଭାବ ଠାରୁ ସମ୍ପୂର୍ଣ ଭିନ୍ନ। ଆମେ ଷୋଳ ହଜାର ଗୋପୀଙ୍କ ଉତ୍ପତି ଵିଷୟରେ ଜାଣିଲେ, ଏଠାରେ ଗୋଟିଏ ତତ୍ୱ ପରିଷ୍କାର ଭାବରେ ପରିଲିକ୍ଷିତ ହେଲା, ଯାହାକୁ ଆମେ ବ୍ରହ୍ମ ତତ୍ୱ କହିବା,…