ବିକ୍ରମ ଭଟ୍ଟଙ୍କ ବିରୋଧରେ ମାମଲା, ଅଭିଯୋଗକୁ ଖଣ୍ଡନ କଲେ…
ମୁମ୍ବାଇ: ଇନ୍ଦିରା ଆଇଭିଏଫର ପ୍ରତିଷ୍ଠାତା ଡକ୍ଟର ଅଜୟ ମୁର୍ଡିଆ ପ୍ରସିଦ୍ଧ ବଲିଉଡ୍ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଏବଂ ତାଙ୍କ ପତ୍ନୀ ଶ୍ୱେତାମ୍ବରୀ ଭଟ୍ଟଙ୍କ ସମେତ ଆଠ ଜଣଙ୍କ ନାମରେ ରାଜସ୍ଥାନର ଉଦୟପୁରର ଭୂପାଳପୁରା ଥାନାରେ ଏକ ମାମଲା ରୁଜୁ କରିଛନ୍ତି।
ଏହି ମାମଲାରେ ୩୦…