Monsoon Fury: ଆସମରୁ କାଶ୍ମୀର, ଗୁଜରାଟରୁ ଓଡ଼ିଶା…ବିତ୍ପାତ ରଚୁଛି ବନ୍ୟା! ପାଣି ନେଉଛି କୁଢ କୁଢ ପ୍ରାଣ…
ନୂଆଦିଲ୍ଲୀ: ଆସମରୁ କାଶ୍ମୀର, ଗୁଜରାଟରୁ ଓଡ଼ିଶା…
ହନ୍ତସନ୍ତ କରୁଛି ବନ୍ୟା ବିତ୍ପାତ
ବାଦଲ ଫଟା ବର୍ଷା ସାଙ୍ଗକୁ ବନ୍ୟା, ଦୁର୍ବିସହ କରିଛି ଜୀବନ!
ଦେଶରେ ମୌସୁମୀ ବର୍ଷାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ସହ ପାହାଡ଼ରୁ ସମତଳ ଅଞ୍ଚଳ ପର୍ଯ୍ୟନ୍ତ ପ୍ରକୃତିର ତାଣ୍ଡବ ଦେଖିବାକୁ…