ଶୃଙ୍ଖଳା ଓ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ବାଚନ କମିଶନଙ୍କୁ ରାଜନୈତିକ ଦଳଙ୍କ ନିବେଦନ
ଭୁବନେଶ୍ୱର: ରାଜ୍ୟରେ ଶୃଙ୍ଖଳିତ ଓ ସ୍ୱଚ୍ଛ ନିର୍ବାଚନ ପରିଚାଳିତ କରିବାକୁ ଗୁରୁବାର ଦିନ ଓଡ଼ିଶାର ସମସ୍ତ ରାଜନୈତିକ ଦଳମାନେ ନିର୍ବାଚନ କମିଶନଙ୍କୁ କହିଛନ୍ତି ।
ନିର୍ବାଚନ ପ୍ରସ୍ତୁତି ବୈଠକରେ ଯୋଗ ଦେବାପରେ ବିଜେଡ଼ି ମୁଖପାତ୍ର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି,…