Yamuna Flood Situation: ବିପଦ ସଙ୍କେତ ଉପରେ ପ୍ରବାହିତ ଯମୁନା ନଦୀ ଜଳସ୍ତର, ଭୟଙ୍କର ବନ୍ୟା ଆଶଙ୍କା
ନୂଆଦିଲ୍ଲୀ: ଉତ୍ତର ଭାରତରେ ସେପ୍ଟେମ୍ବର ମାସରେ ମଧ୍ୟ ମୌସୁମୀର ପ୍ରକୋପ ଥମିବାର ନାଁ ନେଉନାହିଁ । ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂସ୍ଖଳନ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ କରିଦେଇଛି । ନଦୀଗୁଡିକରେ ଜଳସ୍ତର…