Latest Odisha News

BREAKING NEWS

ଜିନ୍ଦଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଯୋଡ଼ା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ୱାର (ଜେଏସପି) ପକ୍ଷରୁ ବୈଶ୍ୱିକ ଆହ୍ୱାନ “ବିଟ୍ ଦ ପ୍ଲାଷ୍ଟିକ ପଲ୍ୟୁସନ” ଆଧାରରେ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଓ ଟେନ୍ସା ମାଇନ୍ସରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି କ୍ରମରେ ବ୍ୟାପକ ବୃକ୍ଷରୋପଣ ସମେତ ବିଭିନ୍ନ ସଚେତନତାଧର୍ମୀ…

ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ, ପ୍ରାର୍ଥୀପତ୍ର କଲେ ଦାଖଲ

ଚେନ୍ନାଇ: ରାଜ୍ୟସଭାକୁ ଯିବେ ସାଉଥ୍ ସୁପରଷ୍ଟାର କମଲ ହାସନ। ଡିଏମକେ ତରଫରୁ ସେ ରାଜ୍ୟସଭାକୁ ଯାଉଛନ୍ତି। ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରକୃତରେ, ତାମିଲନାଡୁର ଶାସକ ଡିଏମକେ ତାଙ୍କ କୋଟାର ଚାରୋଟି ରାଜ୍ୟସଭା ଆସନ ମଧ୍ୟରୁ ଗୋଟିଏ କମଲ ହାସନଙ୍କ ଦଳ ମକ୍କାଲ ନିଧି ମୟମ…

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ମାମଲା: ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗର ନୋଟିସ୍‌

ସୁନ୍ଦରଗଡ଼: ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପଥର ଖଣି ମାଲିକ ନିରଜ ପାଣ୍ଡେଙ୍କୁ ଦୁଇ ଦିନ ଭିତର ହାଜର ହେବା ପାଇଁ ନୋଟିସ୍‌ରେ ଉଲ୍ଲେଖ ରହିଛି । ବାଙ୍କୋ ଖଣିକୁ ନୋଟିସ୍‌…

ଟ୍ରମ୍ପ Vs ମସ୍କ…କାହାଣୀରେ ବଲିଉଡ୍ ଟୁଇଷ୍ଟ

ନୂଆଦିଲ୍ଲୀ: ଦିନେ ଥିଲେ ଖାସ୍, ଏବେ ଜୟ-ବୀରୁ ପରସ୍ପରର ବିରୋଧୀ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଟେସଲା ସିଇଓ ଏଲନ ମସ୍କ ମୁହାଁମୁହିଁ। ଖୋଲାଖୋଲି ପରସ୍ପର ବିରୋଧରେ କରୁଛନ୍ତି ବୟାନବାଜି। ମସ୍କ ପ୍ରଥମେ ଡିଓଜିଇରୁ ଇସ୍ତଫା ଦେଲେ, ଆଉ ତାପରେ ସେ ଟ୍ରମ୍ପଙ୍କୁ ଟାର୍ଗେଟ କରିବାର…

ହାଉସଫୁଲ-୫ ସହିତ ଓଟିଟିରେ ରିଲିଜ ହେଲା ଏହି ୫ଟି ଫିଲ୍ମ ଓ ୱେବ ସିରିଜ…

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର, ରିତେଶ ଦେଶମୁଖ, ଅଭିଷେକ ବଚ୍ଚନ, ନର୍ଗିସ ଫାଖ୍ରୀ, ସୋନମ ବାଜୱା ଏବଂ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ କମେଡି ଫ୍ରାଞ୍ଚାଇଜ୍ ଫିଲ୍ମ ହାଉସଫୁଲ-୫ ଥିଏଟରରେ ମୁକ୍ତିଲାଭ କରିଛି। ଏହା ବ୍ୟତୀତ ଦକ୍ଷିଣ ସୁପରଷ୍ଟାର କମଲ ହାସନଙ୍କ ଠଗ୍ ଲାଇଫ୍ ମଧ୍ୟ…

ମିଠି ନଦୀ ପୁନରୁଦ୍ଧାର ସ୍କାମ ମାମଲା: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ବାସଭବନରେ ଇଡି ରେଡ

ମୁମ୍ବାଇ: ବଲିଉଡ ଅଭିନେତା ଡିନୋ ମୋରିଆଙ୍କ ଘରେ ଇଡି ଚଢାଉ। ମିଠି ନଦୀ ପୁନରୁଦ୍ଧାର ମାମଲାରେ ଡିନୋ ମୋରିଆଙ୍କ ବିରୋଧରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୂର୍ବରୁ ମଧ୍ୟ ଏହି ମାମଲାରେ ଅଭିନେତା ଡିନୋ ମୋରିଆଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା…

ଏନ୍‌ଏଚ୍‌-୫୭ ଦୁର୍ଗା ବଜାର ନିକଟରେ ବୋମାମାଡ଼,୪ ଆହତ

ନୟାଗଡ଼:ଦିନ ଦ୍ୱିପ୍ରହରରେ ଆଜି ବିଚ ରାସ୍ତାରେ ବୋମା ମାଡ଼। ଏନ୍‌ଏଚ୍‌-୫୭ ନୟାଗଡ଼ ଦଶପଲ୍ଲା ଦୁର୍ଗା ବଜାର ନିକଟରେ ବୋମାମାଡ଼ ହୋଇଥିବା ଜଣାପଡିଛି। ବୋମାମାଡ଼ରେ ୪ ଜଣ ଆହତ ହୋଇଛନ୍ତି ।ଘଟଣା ପରେ ବୋମାମାଡ କରିଥିବା ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ । ଆହତମାନଙ୍କୁ ଉଦ୍ଧାର କରି…

ଆର୍‌ଆଇଇରେ ନାମଲେଖା ଆବେଦନ ଆରମ୍ଭ, ୨୯ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଶିକ୍ଷକ ଶିକ୍ଷାରେ କ୍ୟାରିଅର କରିବାକୁ ଚାହାଁନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ। ୨୯ ତାରିଖରେ ପ୍ରବେଶିକା ପରୀକ୍ଷା…

ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା ସମ୍ମାନ ନିମାପଡ଼ା-ଗୋପବାସୀଙ୍କର: ପ୍ରଭାତୀ ପରିଡ଼ା

ନିମାପଡ଼ା: 'ଉତ୍କର୍ଷ ନିମାପଡ଼ା ସମ୍ମିଳନୀ'ର ଦ୍ୱିତୀୟ ଅଧିବେଶନରେ ବର୍ଷକର କାମ ବାବଦରେ ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା । ସେ ଏହି ଅବସରରେ କହିଛନ୍ତି, "ଦେଶ ବିଦେଶରେ ଓଡ଼ିଶାର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ମିଳୁଥିବା…

‘୬ ମେ ରାତି, ପାକିସ୍ତାନର ମନେରହିବ’: କାଶ୍ମୀର ମାଟିରୁ ପାକିସ୍ତାନକୁ ଚେତାବନୀ ଦେଲେ ମୋଦି

ଶ୍ରୀନଗର: '୬ ମେ ରାତି ଏକ ବିପର୍ଯ୍ୟୟ ଥିଲା, ପାକିସ୍ତାନ ତା'ର ପରାଜୟକୁ ମନେ ରଖିବ' । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜମ୍ମୁ ଏବଂ କାଶ୍ମୀରର ରିଆସି ଜିଲ୍ଲାରେ ଚେନାବ ସେତୁର ଉଦଘାଟନ କରି ନିଜ ଉଦବୋଧନରେ ପୁଣି ଆଜି ପାକିସ୍ତାନ ଉପରେ ବର୍ଷି କିଛି ଏପରି କହିଛନ୍ତି ମୋଦି ।…