ଲକ୍ଷ ଲକ୍ଷ Android ୟୁଜର୍ସଙ୍କ ପାଇଁ ବିପଦ ! ଭାରତ ସରକାର ଜାରିକଲେ ଚେତାବନୀ
ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ କ୍ୱାଲକମ୍ ଚିପସେଟ୍ରେ ଚାଲୁଥିବା ଡିଭାଇସଗୁଡ଼ିକ ପାଇଁ। ଭାରତୀୟ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍ (CERT-In) ଏହି ଚେତାବନୀ ଜାରି…