Latest Odisha News

BREAKING NEWS

ଭାରତ ପାଇଁ ଫ୍ରି ଭିସା ଏଣ୍ଟ୍ରି ବନ୍ଦ କଲା ଇରାନ, ଏବେ ଏଠାକୁ ଗଲେ କେତେ ଟଙ୍କା ପଡ଼ିବ….

ନୂଆଦିଲ୍ଲୀ: ଇରାନ ସରକାର ଭାରତୀୟ ନାଗରିକଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ସୁବିଧାକୁ ୨୨ ନଭେମ୍ବର ୨୦୨୫ରୁ ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏହି ନିଷ୍ପତ୍ତି ଯୋଗୁ ସାଧାରଣ ପାସପୋର୍ଟ ଥିବା ଭାରତୀୟଙ୍କୁ ଇରାନ ଯିବା କିମ୍ବା କେବଳ ଏୟାରପୋର୍ଟରେ ଟ୍ରାନଜିଟ କରିବା ପାଇଁ ମଧ୍ୟ ଭିସା…

ଅଧିକ ଫିଲ୍‌ଡ ଭିଜିଟ କରି ସମୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି। ଲୋକସେବା ଭବନ କନଭେନସନ ସେଣ୍ଟରରେ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି ଯେ ଉପନିବେଶ…

ଦିଲ୍ଲୀ ବିସ୍ଫୋରଣ: କିପରି ତିଆରି ହୋଇଥିଲା ଡାକ୍ତର ମଡ୍ୟୁଲ୍?

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ୨୦୧୧ ପରେ ଦେଶର ରାଜଧାନୀ ଦିଲ୍ଲୀ ପୁଣି ଥରେ ବୋମା ବିସ୍ଫୋରଣରେ କମ୍ପି ଉଠିଛି। ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ନିକଟରେ ହୋଇଥିବା ବିସ୍ଫୋରଣର ଭୟଙ୍କର…

ହ୍ୟୁମାନ ସାଗରଙ୍କ ଶେଷ ଗୀତ, ଭାବପ୍ରବଣ ଶ୍ରଦ୍ଧାଞ୍ଜଳି ମାଧ୍ୟମରେ ଇନଷ୍ଟାଗ୍ରାମରେ ଭାଇରାଲ ହେଉଛି ଏହି ପୋଷ୍ଟ

ଭୁବନେଶ୍ୱର: ଅଫେରା ରାଇଜକୁ ଚାଲିଗଲେ ବେତାଜ୍ ବାଦଶାହା ହ୍ୟୁମାନ ସାଗର। ଓଡ଼ିଶା ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ନଭେମ୍ବର ୧୭। ୨୦୦୨ରେ ସଙ୍ଗୀତ ସମ୍ରାଟ ଖୋକା ଭାଇଙ୍କୁ ହରାଇଥିଲା ଓଡ଼ିଶା। ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ବିୟୋଗରେ ନିର୍ବାକ ହୋଇଯାଇଥିଲେ ଅଗଣିତ ଶ୍ରୋତା ।…

ଗିଲଙ୍କୁ ବିମାନରେ ବସିବାକୁ ମନା କଲେ ଡାକ୍ତର

ଗୌହାଟୀ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଗୌହାଟୀରେ ଖେଳାଯିବ । ନଭେମ୍ବର ୨୨ରୁ ଏହି ମ୍ୟାଚ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ଆଘାତପ୍ରାପ୍ତ ହୋଇଥିବା ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ଏହି ଟେଷ୍ଟରେ ଖେଳିବା ନେଇ ସସ୍ପେନ୍ସ ଲାଗି ରହିଛି । ରିପୋର୍ଟ ମୁତାବକ…

Humane Sagar Death: ଶ୍ରୀୟା କିଏ?, ହ୍ୟୁମାନଙ୍କ ମୃତ୍ୟୁ ପରେ ପୁଣି ଥରେ ସାମ୍ନାକୁ ଆସିଲା ତାଙ୍କ ବୈବାହିକ ବିବାଦ…

ଭୁବନେଶ୍ବର: ଲୋକପ୍ରିୟ ଓଲିଉଡ୍ ଗାୟକ ହ୍ୟୁମାନ ସାଗରଙ୍କ ଅକାଳ ବିୟୋଗ ପରେ ଏବେ ଓଡ଼ିଆ ମନୋରଞ୍ଜନ ଶିଳ୍ପରେ ଶୋକର ଲହରୀ ଖେଳିଯାଇଛି। 'ଇଶ୍କ ତୁ ହି ତୁ', 'ମୁ ଆଜି ବି ଭଲ ପାଉଚି ତତେ' ଏବଂ 'ହେଲା କି ପ୍ରେମ' ଭଳି ଅନେକ ଓଡ଼ିଆ ଚାର୍ଟବଷ୍ଟରର ପଛରେ ଥିବା ସେ ସୁମଧୁର କଣ୍ଠସ୍ବର ଆଜି ନିରବି…

କୁଚ ବେହାର ଟ୍ରଫିରେ ଚମତ୍କାର ବ୍ୟାଟିଂ କଲେ ସେହ୍ୱାଗଙ୍କ ପୁଅ

ନୂଆଦିଲ୍ଲୀ: ଚଳିତ କୁଚ ବେହାର କ୍ରିକେଟ ଟୁର୍ଣ୍ଣାମେଂଟରେ ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ସେହ୍ୱାଗ ଦିଲ୍ଲୀ ଟିମ ପକ୍ଷରୁ ଖେଳୁଛନ୍ତି । ବିହାର ବିପକ୍ଷ ମ୍ୟାଚରେ ଆର୍ଯ୍ୟବୀର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରି ଦିଲ୍ଲୀ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେ…

ଆଫ୍ରିଦୀଙ୍କ ଘରେ ନୈଶ ଭୋଜି ଖାଇବା ପରେ ଦୁଇ ଶ୍ରୀଲଙ୍କା କ୍ରିକେଟର ଅସୁସ୍ଥ

କଲମ୍ବୋ: ଶ୍ରୀଲଙ୍କା କ୍ରିକେଟ ଟିମ ଏବେ ପାକିସ୍ତାନ ଗସ୍ତରେ ରହିଛି । ନଭେମ୍ବର ୧୨ରେ ଇସଲାମବାଦରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏହା ପରେ ଶ୍ରୀଲଙ୍କାର କେତେକ ଖେଳାଳି ଖେଳିବାକୁ ମନା କରିଥିଲେ । ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନକଭି ଓ ଅସିଫ ମୁନୀର ସୁରକ୍ଷା ଦାୟିତ୍ୱ ନେବା ପରେ ଏହି…

Red Fort bomber: “ଆତ୍ମଘାତୀ ବିସ୍ଫୋରଣ ନୁହେଁ, ସହିଦ୍ ଅଭିଯାନ…”, ସାମ୍ନାକୁ ଆସିଲା ଲାଲକିଲ୍ଲା ବିସ୍ଫୋରଣ ପଛର…

ନୂଆଦିଲ୍ଲୀ: ଦିଲ୍ଲୀ ବିସ୍ଫୋରଣ ପରେ ଏବେ ବିଭିନ୍ନ ସୂତ୍ର ନେଇ ଏନଆଇଏ ଖୋଳତାଡ କରୁଥିବା ବେଳେ ବିସ୍ଫୋରଣରେ ସାମିଲ ଆତ୍ମଘାତୀ ବିସ୍ଫୋରଣକାରୀ ଉମରର ପ୍ରଥମ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଉମର ଆତ୍ମଘାତୀ ବିସ୍ଫୋରଣ ଧାରଣାକୁ କିପରି ଭୁଲ୍ ବୁଝାଯାଉଛି ସେନେଇ ବୁଝାଇଛି । ଡକ୍ଟର…

ଆରମ୍ଭ ହେଲା ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ, ବିରୋଧ କରି ଧାରଣାରେ ବସିଲେ ବସ୍ତିବାସିନ୍ଦା

ଭୁବନେଶ୍ବର: ରାଜଧାନୀର ସାଲିଆ ସାହିରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ଭୋରୁ ବିଏମସି ଓ ବିଡିଏ ପକ୍ଷରୁ ମିଳିତ ଭାବରେ ଉଚ୍ଛେଦ ଆରମ୍ଭ ହୋଇଛି । ଏକାମ୍ର କାନନରୁ ଅନ୍ଧାରୁଆ ୧୩ କିଲୋମିଟର ପର୍ଯ୍ୟନ୍ତ ଲେଫ୍ଟ ପାରାଲାଲ ରାସ୍ତା ପାଇଁ ଏହି ଉଚ୍ଛେଦ ଆରମ୍ଭ କରିଛି ବିଏମସି ଓ ବିଡିଏ…