Latest Odisha News

BREAKING NEWS

କମନୱେଲଥ୍ ଗେମ୍ସ: ଗ୍ଲାସଗୋ ରେଷ୍ଟୋରାଣ୍ଟରେ ଭାରତର ଭୁଲ୍ ମାନଚିତ୍ର ଦେଖି ଅସନ୍ତୋଷ ପ୍ରକାଶ କଲେ ଲଭଲିନା

ଗ୍ଲାସଗୋ: ଗ୍ଲାସଗୋଠାରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ରେ ଭାରତୀୟ ବକ୍ସରମାନେ ଐତିହାସିକ ସଫଳତା ହାସଲ କରିଛନ୍ତି । ତେବେ ଗ୍ଲାସଗୋର ଏକ ଚର୍ଚ୍ଚିତ ଭାରତୀୟ ରେଷ୍ଟୋରାଣ୍ଟରେ ହୋଇଥିବା ଏକ ଅସାବଧାନତା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା । ଭାରତର ତାରକା ମହିଳା ବକ୍ସର ଲଭଲିନା ବୋରଗୋହେନ୍…

3-D ରିଇନ୍‌ଫୋର୍ସଡ୍ ଆଡଭାନ୍ସଡ୍ କମ୍ପୋଜିଟ୍ ଟେକ୍ନୋଲୋଜି ପାଇଁ NIT ରାଉରକେଲାକୁ ମିଳିଲା ପେଟେଣ୍ଟ

ରାଉରକେଲା: ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ରାଉରକେଲା (NIT ) ର ଗବେଷକମାନେ ଏକ ଉନ୍ନତ ନିର୍ମାଣ ପ୍ରଯୁକ୍ତିବିଦ୍ୟା ପାଇଁ ଏକ ପେଟେଣ୍ଟ (ପେଟେଣ୍ଟ ନଂ. ୫୯୬୯୪୩) ହାସଲ କରିଛନ୍ତି, ଯାହା ଫାଇବର-ରିଇନ୍‌ଫୋର୍ସଡ୍ ପଲିମର (FRP) କମ୍ପୋଜିଟ୍‌ର ଶକ୍ତି ଏବଂ ସ୍ଥାୟୀତ୍ୱ ବୃଦ୍ଧି…

ହାର୍ଦ୍ଦିକଙ୍କ ଚେନ୍ନାଇ ସୁପର କିଙ୍ଗସ ଟ୍ରେଡ୍‌କୁ ନେଇ ବଢ଼ୁଛି ସସପେନ୍ସ, ସ୍ପଷ୍ଟୀକରଣ ରଖିଲା ମୁମ୍ବାଇ

ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ସିଜନ୍ ଶେଷ ହେବାର ଦୁଇ ମାସ ପରେ ମଧ୍ୟ ଖେଳାଳିଙ୍କ ଟ୍ରେଡିଂକୁ ନେଇ କ୍ରିକେଟ୍ ଜଗତରେ ଚର୍ଚ୍ଚା ଜୋର  ଧରିଛି । ଗୋଟିଏ ପଟେ ରିଷଭ ପନ୍ତ ଏବଂ କୁଲଦୀପ ଯାଦବଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟ୍ରେଡ୍ କରିସାରିଥିବା ବେଳେ, ଅନ୍ୟପଟେ ଷ୍ଟାର୍…

Ferry catches fire: ସମୁଦ୍ର ମଝିରେ ଫେରୀରେ ଭୟଙ୍କର ଅଗ୍ନିକାଣ୍ଡ… ୫ ମୃତ ଓ ୪୧ ନିଖୋଜ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟ ସମୁଦ୍ର ମଧ୍ୟରେ ଏକ ଯାତ୍ରୀବାହୀ ଡଙ୍ଗା (ଫେରୀ)ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତିକମରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ ନିଖୋଜ ଅଛନ୍ତି। ନିଖୋଜ ବ୍ୟକ୍ତିମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନୂଆ ଲୁକ ଭାଇରାଲ, ଫ୍ୟାନ୍ସ ଚକିତ…

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ଆକ୍ରମଣାତ୍ମକ ଖେଳ, ଷ୍ଟାଇଲିସ୍ ଲୁକ୍, ମହଙ୍ଗା ଘଣ୍ଟା, ବିଳାସପୂର୍ଣ୍ଣ କାର ଏବଂ ଫ୍ୟାଶନ୍ ସେନ୍ସ ପାଇଁ ଜଣାଶୁଣା। କିନ୍ତୁ, ଏଥର ତାଙ୍କର ନୂଆ ଲୁକ୍ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି। ଭାଇରାଲ ଭିଡିଓ…

ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜସପ୍ରୀତ ବୁମରାଙ୍କ ବିକଳ୍ପ ସାଜିବେ କି ମହମ୍ମଦ ଶମୀ? 

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି । ଟିମ୍‌ର ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ଆଘାତ ସମସ୍ୟା ଯୋଗୁ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ଅଗଷ୍ଟ ୧୫ରୁ ଗାଲେଠାରେ ପ୍ରଥମ ଟେଷ୍ଟ ଆରମ୍ଭ ହେବାକୁ…

କମନୱେଲଥ୍ ଗେମ୍ସ : ଗୋଟିଏ ଦିନରେ ଭାରତ ଜିତିଲା ୮ ସ୍ୱର୍ଣ୍ଣ

ଗ୍ଲାସଗୋ: ଗ୍ଲାସଗୋଠାରେ ଚାଲିଥିବା କମନୱେଲଥ୍ ଗେମ୍ସ ୨୦୨୬ର ୧୦ମ ଦିନ ଶନିବାର ଭାରତ ପାଇଁ ଅତ୍ୟନ୍ତ ସଫଳ ସାବ୍ୟସ୍ତ ହୋଇଛି । ଭାରତୀୟ ଆଥଲେଟ୍‌ମାନେ ଚମତ୍କାର ପ୍ରଦର୍ଶନ କରି ଗୋଟିଏ ଦିନରେ ମୋଟ ୮ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।  ଏଥିମଧ୍ୟରୁ ୭ଟି ସ୍ୱର୍ଣ୍ଣ ବକ୍ସିଂରୁ ଆସିଥିବା ବେଳେ ୧ଟି…

ଜଙ୍ଗଲରୁ ୯ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ;ମାଫିଆ ଫେରାର

ମନମୁଣ୍ଡା: ବୌଦ୍ଧ ମନମୁଣ୍ଡା ପୋଲିସକୁ ବଡ଼ ସଫଳତା ମିଳିଛି । ବିପୁଳ ପରିମାଣ ଗଞ୍ଜେଇ ଜବତ କରିଛି ପୋଲିସ। ମନମୁଣ୍ଡା ଥାନା ଅନ୍ତର୍ଗତ ସିଗାଡି ଜଙ୍ଗଲରେ ୧୮ଟି ବସ୍ତାରୁ ପ୍ରାୟ ୯ କୁଇଣ୍ଟାଲରୁ ଅଧିକ ପରିମାଣ ଗଞ୍ଜେଇ ଜବତ ହୋଇଛି। ତେବେ ଏହି ମାମଲାରେ ସଂପୃକ୍ତି ଥିବା ମାଫିଆ ଫେରାର…

କାଳୀ ମନ୍ଦିର ନିକଟରେ ଜିଭ କାଟିଲେ ଯୁବକ, ବିଦେଶରୁ ଫେରିଥିଲେ…

ବ୍ରହ୍ମପୁର: ରବିବାର ସକାଳେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ହଂସତୁଲି ଗ୍ରାମର ମା କାଳୀ ମନ୍ଦିର ଫାଟକ ନିକଟରେ କିରଣ ପାତ୍ର ନାମକ ଜଣେ ଯୁବକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, ବିଦେଶରୁ ଘରକୁ ଫେରିଥିବା କିରଣ ଗତକାଲି…

ପାଟ୍ରୋଲିଂରେ ଯାଉଥିବାବେଳେ ବାଇକ୍‌ ଦୁର୍ଘଟଣା;କାର୍ଯ୍ୟରତ କନଷ୍ଟେବଳଙ୍କ ଚାଲିଗଲା ଜୀବନ

ଲାଞ୍ଜିଗଡ଼:କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳଙ୍କ ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଜୀବନ । ମୃତ କନଷ୍ଟେବଳ ଜଣକ କେଗାଁ ଥାନା ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମର ଭବାନୀ ଶଙ୍କର ସା (୩୪)। ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ଭବାନୀ ଶଙ୍କର…