ଆମେରିକା-ରୁଷିଆ ମଧ୍ୟରେ ବିବାଦ, ପରମାଣୁ ପଣ୍ଡୁବୀ ଜଗାଇଲା ଓ୍ୱାଶିଂଟନ
ନୂଆଦିଲ୍ଲୀ: ଆମେରିକା ଓ ରୁଷିଆ ମଧ୍ୟରେ ବିବାଦ ବଢ଼ୁଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସେ ଦୁଇଟି ପରମାଣୁ ପଣ୍ଡୁବୀ ରୁଷିଆ ସୀମାକୁ ପଠାଇଛନ୍ତି। ଏହା ରୁଷିଆର ନେତା ଦିମିତ୍ରୀ ମେଦଭେଦେଭଙ୍କ ଧମକ ପାଇଁ। ଟ୍ରମ୍ପ Truth Social ରେ ଲେଖିଛନ୍ତି, ମେଦଭେଦେଭଙ୍କ କଥା ଯଦି ଗମ୍ଭୀର…