Latest Odisha News

BREAKING NEWS

ଭାରତ-ପାକିସ୍ତାନ ମ୍ୟାଚ ପରେ ବାଦ ପଡି ପାରନ୍ତି ବାବର, ଶାହୀନ

କଲମ୍ବୋ: ଚଳିତ ଟି୨୦ ବିଶ୍ୱକପରେ ଭାରତ ନିକଟରୁ ପାକିସ୍ତାନ ଶୋଚନୀୟ ଭାବେ ପରାଜିତ ହୋଇଛି । ଏହି ପରାଜୟକୁ ପାକିସ୍ତାନ ଟିମ ମ୍ୟାନେଜମେଂଟ ଗ୍ରହଣ କରିପାରି ନାହାନ୍ତି । ରିପୋର୍ଟ ମୂତାବକ ଦଳର ଦୁଇ ସିନିୟର ଖେଳାଳି ବାବର ଆଜମ ଓ ଶାହୀନ ଶାହ ଆଫ୍ରିଦିଙ୍କୁ ନାମ୍ବିଆ ବିପକ୍ଷରେ ଖେଳିବା ପାଇଁ…

ମଶାଣିରୁ ୫ ଶବ ଚୋରି; ଆର୍ନ୍ତଜାତୀୟ ରାକେଟଙ୍କ ହାତଥିବା ସନ୍ଦେହ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ତାରିପୋଖରୀ ଥାନା ଅଧୀନ ମଣିନାଥପୁର ମଶାଣିରୁ ପୁଣି ୫ ଶବ ଗାଏବ ହୋଇଛି । କିଛି ମାସର ବ୍ୟବଧାନ ପରେ ଏହି ଘଟଣା ଏବେ ଚର୍ଚ୍ଚା ଜୋର ଧରିଛି । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବୈତରଣୀ ନଦୀ କୂଳରେ ଥିବା ମଶାଣିରୁ ଏକାଥରରେ ପାଞ୍ଚଟି ମୃତଦେହ ଉଭାନ…

୩୦୦ ବର୍ଷ ପରେ ମହାଶିବରାତ୍ରିରେ ୧୨ ଶୁଭ ଯୋଗ;ଏହି ରାଶିମାନଙ୍କର ବଦଳିବ ଭାଗ୍ୟ

ଭୁବନେଶ୍ବର: ମହାଶିବରାତ୍ରି ୧୫ ଫେବୃଆରୀ ଦିନ ପାଳନ କରାଯାଇଛି । ଏହି ପବିତ୍ର ଦିନରେ ଏକ ବିରଳ ଗ୍ରହ ସ୍ଥିତି ସୃଷ୍ଟି ହୋଇଛି ଯାହା ଗତ ୩୦୦ ବର୍ଷ ମଧ୍ୟରେ ଦେଖାଯାଇ ନାହିଁ। ଏହି ଦିନ ୪ଟି ପ୍ରମୁଖ ରାଜଯୋଗ ଏବଂ ୧୨ଟି ଶୁଭ ଯୋଗର ଏକ ଅଦ୍ଭୁତ ମିଶ୍ରଣ ହୋଇଛି । କୁମ୍ଭ ରାଶିରେ ସୂର୍ଯ୍ୟ, ବୁଧ,…

ଅଯୋଗ୍ୟ ମୁଖିଆ; ପାକିସ୍ତାନର ଶୋଚନୀୟ ପରାଜୟ ପରେ ବର୍ଷିଲେ ସୋଏବ ଅଖତର

ନୂଆଦିଲ୍ଲୀ: ଗତ କାଲି ହୋଇଥିବା ଟି ୨୦ ବିଶ୍ଵକପ ରେ ପାକିସ୍ତାନର ଶୋଚନୀୟ ପରାଜୟ ପରେ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ମୋହସିନ୍ ନକଭିଙ୍କୁ ନେଇ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। କଲମ୍ବୋରେ ଅନୁଷ୍ଠିତ ହୋଇଥିବା ଏହି ମ୍ୟାଚ୍ ରେ…

ଏଲିଏନଙ୍କ ଉପସ୍ଥିତି ନେଇ ଓବାମାଙ୍କ ଦାବି, କିନ୍ତୁ ସେମାନଙ୍କୁ ଏରିଆ ୫୧ରେ ରଖାଯାଇନାହିଁ…

ଓ୍ବାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏଲିଏନ୍ ବିଷୟରେ ଏକ ବୟାନ ଦେଇଛନ୍ତି ଯାହା ପୁଣି ଥରେ ବିତର୍କକୁ ଆରମ୍ଭ କରିଛି । ଏକ ସାକ୍ଷାତକାରରେ, YouTuber ବ୍ରାଏନ୍ ଟାଇଲର୍ କୋୱେନ୍ ତାଙ୍କୁ ପଚାରିଥିଲେ ଯେ ପ୍ରକୃତରେ ଏଲିଏନ୍ ଅଛନ୍ତି କି? ଓବାମା ଉତ୍ତର ଦେଇଥିଲେ,…

ଚେକ୍ ବାଉନ୍ସ ମାମଲା; ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ

ମୁମ୍ବାଇ: ଅଭିନେତା ରାଜପାଲ ଯାଦବଙ୍କୁ ମିଳିଲା ଜାମିନ। ୯ କୋଟି ଚେକ୍ ବାଉନ୍ସ ମାମଲାର ଶୁଣାଣି ଫେବୃଆରୀ ୧୬, ୨୦୨୬ରେ ହୋଇଥିଲା। କୋର୍ଟ ରାଜପାଲ ଯାଦବଙ୍କୁ ଅଭିଯୋଗକାରୀଙ୍କ ଆକାଉଣ୍ଟରେ ୧.୫ କୋଟି ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିନେତା ଏହି ନିର୍ଦ୍ଦେଶ ପାଳନ କରିବା ପରେ ତାଙ୍କୁ…

ଏହି ହିନ୍ଦୁ ନେତା ତାରିକ ରହମାନଙ୍କ କ୍ୟାବିନେଟରେ ହେବେ ମନ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ…

ଢାକା: ତାରିକ ରହମାନଙ୍କ ନୂତନ ସରକାର ଜଣେ ହିନ୍ଦୁଙ୍କୁ ସାମିଲ କରିବାକୁ ଯାଉଛି । ବାଂଲାଦେଶର ନୂତନ କ୍ୟାବିନେଟରେ ଗୋୟେଶ୍ୱର ଚନ୍ଦ୍ର ରାୟଙ୍କୁ ସାମିଲ କରାଯାଇପାରେ । ରାୟଙ୍କୁ ବିଏନପିର ଜଣେ ପ୍ରମୁଖ ନେତା ଭାବରେ ବିବେଚନା କରାଯାଏ । ଏଥର ବାଂଲାଦେଶରେ କେବଳ ଦୁଇଜଣ ହିନ୍ଦୁ ପ୍ରାର୍ଥୀ…

Wanted terrorists: ଜୈସ କମାଣ୍ଡରର ଲାଗିଲା ପୋଷ୍ଟର; ସାଧାରଣ ଲୋକଙ୍କଠାରୁ ସାହାଯ୍ୟ ଲୋଡିଲେ ପୋଲିସ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଡୋଡା ପୋଲିସ ଜୈସର ଟପ୍ କମାଣ୍ଡର ସୈଫୁଲ୍ଲାହକୁ ଖୋଜିବା ଆରମ୍ଭ କରିଛି। ଡୋଡାର ବିଭିନ୍ନ ସ୍ଥାନରେ ସୈଫୁଲ୍ଲାହ ଏବଂ ତା'ର ସହଯୋଗୀଙ୍କ ପୋଷ୍ଟର ଲଗାଯାଇଛି । ଡୋଡା ପୋଲିସ ପାକିସ୍ତାନୀ ଆତଙ୍କବାଦୀ ସୈଫୁଲ୍ଲାହ ବଲୁଚିର ଫଟୋ ଏବଂ ବିବରଣୀ ଥିବା ହୋର୍ଡିଂ ଲଗାଇଛି ଏବଂ…

ବଙ୍ଗଳାରେ ECIର ବଡ଼ କାର୍ଯ୍ୟାନୁଷ୍ଠାନ: ଦିଦିଙ୍କ ୭ ଜଣ ଅଧିକାରୀ ନିଲମ୍ବିତ, SIR ସହିତ ରହିଛିକି କନେକ୍ସନ?

କୋଲକାତା: ପଶ୍ଚିମବଙ୍ଗରେ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଭାରତୀୟ ନିର୍ବାଚନ କମିଶନ (ECI)। କମିଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାତ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ରହିଛି ଯେ ଏହି ଅଧିକାରୀମାନେ…

ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୭ ଶ୍ରମିକ ଜୀବନ୍ତ ଦଗ୍ଧ

ଜୟପୁର: ରାଜସ୍ଥାନର ପ୍ରମୁଖ ଶିଳ୍ପ କେନ୍ଦ୍ର ଭିୱାଡିରେ ଏକ ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫେରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି, ଯେତେବେଳେ ଅନ୍ୟମାନେ ଏବେ ବି ଭିତରେ ଫସି ରହିଛନ୍ତି।…