ବାଇକ୍ରେ ଯିବାବେଳେ ଓଢ଼ଣୀ ପାଇଁ ଗଲା ସ୍ତ୍ରୀଙ୍କ ଜୀବନ
ଝରିଗାଁ: ବାଇକ୍ ଚକାରେ ଓଢ଼ଣୀ ଫସିଯିବା ଯୋଗୁଁ ତଳେ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି । ସୂଚନାଥାଉକି, ଝରିଗାଁ ଗ୍ରାମର ଶିବ ରାମ ପାଢ଼ୀ ଏବଂ ତାଙ୍କ ସ୍ତ୍ରୀ ଗୀତାଞ୍ଜଳି ପାତ୍ର(୩୧) ଏକ ବାଇକ୍ ଯୋଗେ ଘରୁ E-KYC କରିବା…