ବିଦେଶରେ କାନ୍ଦୁଛନ୍ତି କେନ୍ଦ୍ରାପଡା ଜିଲ୍ଲାର ୪ ଓଡିଆ
କେନ୍ଦ୍ରାପଡା : ଘର ପରିବାର ଆଗକୁ ନେବା ପାଇଁ ସମସ୍ତେ ଚାହିଁଥାନ୍ତି । ସେଥିପାଇଁ କଷ୍ଟ ଯେତେହେଲେ ମଧ୍ୟ ମଣିଷ କଷ୍ଟ ସହିବାକୁ ପଛାଇ ନଥାଏ । ଏପରିକି ବିଦେଶକୁ ଯାଇ ଅଧିକ ରୋଜଗାର କରିବା ପାଇଁ ଦାଦନ ଖଟିବାକୁ ପଛାଇ ନଥାନ୍ତି । ବାହାର ଦେଶରେ ଦାଦନ ହେଉ ପଛେ ପ୍ରତିମାସରେ ଅଧିକ ଟଙ୍କା…