LICର ଏହି ଯୋଜନାରେ..ଆପଣଙ୍କୁ ମିଳିବ ଜୀବନସାରା ୧ଲକ୍ଷ ପେନସନ
ଭୁବନେଶ୍ବର: ଅବସର ପରେ ଟଙ୍କା ଚିନ୍ତାର ଅନ୍ତ କରିବା ପାଇଁ, LIC ର ଏକ ସ୍ୱତନ୍ତ୍ର ଯୋଜନା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଏହି ଯୋଜନାର ନାମ ହେଉଛି LIC ଜୀବନ ଶାନ୍ତି ଯୋଜନା (LIC Jeevan Shanti Plan)। ଏହି ଯୋଜନାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଆପଣଙ୍କୁ କେବଳ ଥରେ ଟଙ୍କା…