କିଏ ସେହି ସାଂସଦ ଯିଏ ଅପରେସନ ସିନ୍ଦୂରକୁ ତାମସା ବୋଲି କହିଲେ?
ନୂଆଦିଲ୍ଲୀ: ଅପରେସନ୍ ସିନ୍ଦୂର ନେଇ ଲୋକସଭାରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ଜୋରଦାର ବାକ୍ଯୁଦ୍ଧ ହୋଇଛି। ଲୋକସଭାରେ ବିତର୍କ ଶେଷ ହୋଇଛି, କିନ୍ତୁ ରାଜ୍ୟସଭାରେ ଏହା ଜାରି। ମହାରାଷ୍ଟ୍ରର ସୋଲାପୁରରୁ କଂଗ୍ରେସ ସାଂସଦ ପ୍ରଣୀତି ଶିନ୍ଦେ ଏହି ଅଭିଯାନକୁ ‘ତାମସା’ ବୋଲି କହି ବିବାଦ ସୃଷ୍ଟି…