Sentenced to jail: ୨୦୨୧ ବାଲିପାଟଣା ନାବାଳିକା ଦୁଷ୍କର୍ମ ମାମଲା; ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ୍
ଭୁବନେଶ୍ବର:୨୦୨୧ ବାଲିପାଟଣା ନାବାଳିକା ଦୁଷ୍କର୍ମ ମାମଲାରେ ଚୁଡାନ୍ତ ଶୁଣାଣି ହୋଇଛି । ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଛି । ଆଡ଼ିସିନାଲ ସେସନ୍ସ ଜଜ-୧ ଅଭିଯୁକ୍ତ ସାହାଜାନ ଖାଁ ଓରଫ ସନିଆକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି ।
୨୦୨୧ ମସିହାରେ…