ଶ୍ରୀ ଭାଗବତ ସାର ୧୧୩: ଲୁପ୍ତ ପ୍ରାୟ ସାଂଖ୍ୟଶସ୍ତ୍ରର ଉଦ୍ଧାର ପାଇଁ ଭଗବାନ କପିଳ ରୂପ ଧାରଣ କରିଥିଲେ
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଅବତାରଙ୍କ ବିଷୟରେ ସୁନ୍ଦର ସୁନ୍ଦର ଉପସ୍ଥାପନା ରହିଛି। ପ୍ରସଙ୍ଗ କ୍ରମରେ ଏହାର ଆଲୋଚନା ହୋଇ ପାରିଥାନ୍ତା କିନ୍ତୁ ବର୍ତ୍ତମାନ ଏହି ପ୍ରସଙ୍ଗ ଗୁଡିକୁ କ୍ରମାନ୍ୱୟରେ ଉପସ୍ଥାପନା କରିବାର ପ୍ରୟାସ କରାଯାଇଛି।…