୭ ଛାତ୍ରୀଙ୍କୁ ଅସଦାଚରଣ; ବନ୍ଧା ହେଲେ ସଂସ୍କୃତ ଶିକ୍ଷକ
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ସାତ ଜଣ ଛାତ୍ରୀଙ୍କୁ ଜଣେ ୩୬ ବର୍ଷୀୟ ସଂସ୍କୃତ ଶିକ୍ଷକ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁଯାୟୀ, ଛାତ୍ରୀମାନେ ଥାନାରେ ଅଭିଯୋଗ କରୁଥିବା ଜାଣିବା ପରେ ଶିକ୍ଷକ ସହର ଛାଡି ପଳାଇ ଯାଇଥିଲେ। ଛାତ୍ରୀମାନେ ସ୍କୁଲର…