ଘରୋଇ ପରିବେଶରେ ସବୁଠାରୁ କମ ଟାର୍ଗେଟ ଚେଜ କରିପାରିଲାନି ଟିମ ଇଣ୍ଡିଆ
କୋଲକାତା: ଏଠାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତୀୟ କ୍ରିକେଟ ଟିମ ୩୦ ରନରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଟିମଠାରୁ ପରାଜିତ ହୋଇଛି । ଘରୋଇ ପରିବେଶରେ ଭାରତୀୟ ଟିମ ଇତିହାସରେ ପ୍ରଥମ ଥର ପାଇଁ ସବୁଠାରୁ କମ ରନ ଚେଜ କରିବାରେ ବିଫଳ ହୋଇଛି । ଭାରତ ସମ୍ମୁଖରେ ଦକ୍ଷିଣ ଆଫ୍ରିକା ୧୨୪ ରନର…