Circuit House gun case:ବନ୍ଧୁକ ମାମଲାରେ ବଢ଼ିଲା ଅଡୁଆ;ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନ ନିଲମ୍ବିତ
ରାଉରକେଲା: ପାନପୋଷ ସର୍କିଟ ହାଉସରୁ ଦେଶୀ ବନ୍ଧୁକ ଜବତ ମାମଲାରେ ବିଜେପି ଯୁବ ନେତା ପ୍ରକାଶ ପାଶ୍ବାନଙ୍କ ଉପରେ ଭାରି ପଡ଼ିଲା । ଆଜି (ଗୁରୁବାର) ରାଉରକେଲାର ବିଜେପି ଯୁବନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ରାଉରକେଲା ମହାନଗର ନିଗମ ପ୍ରତିନିଧି ପ୍ରକାଶ ପାଶ୍ୱାନଙ୍କୁ ଦଳରୁ ନିଲମ୍ବନ…