Latest Odisha News

BREAKING NEWS

ମାଷ୍ଟରକ୍ୟାଣ୍ଟିନ୍ ଛକରେ ଲଙ୍କାକାଣ୍ଡ: ୪୦୦ରୁ ଅଧିକ ଅଟୋର ପରମିଟ୍ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ରାଜଧାନୀର ହାର୍ଟ କୁହାଯାଉଥିବା ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ ନାଁରେ ରାସ୍ତାରୋକ କରିବା ସହ କ୍ରୁଟ୍ ପରିଚାଳିତ ‘ଆମ ବସ୍’ ଭଙ୍ଗାରୁଜା କରିବା ଘଟଣାରେ ପୋଲିସ ଏବଂ ପରିବହନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସହରରେ ଆଇନଶୃଙ୍ଖଳା ବିପନ୍ନ କରିବା ଏବଂ ବ୍ୟାପକ…

ପୁରୁଷ ହକି ୱାର୍ଲ୍ଡ କପ୍ ୨୦୨୬: ପାକିସ୍ତାନକୁ ୫-୩ ଗୋଲ୍‌ରେ ହରାଇ ଟପ-୮ ରେ ଭାରତ

ନୂଆଦିଲ୍ଲୀ: ପୁରୁଷ ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି । ଏଥିସହ ଟିମଇଣ୍ଡିଆ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ଗ୍ରୁପ ଡିର ଏହି ମୁକାବିଲା ଭାରତ ସପକ୍ଷରେ ଥିଲେ ମଧ୍ୟ ମଝିରେ ପାକିସ୍ତାନ ଭଲ…

ବନ୍ୟା ଆଶଙ୍କା: ବାଲେଶ୍ୱରରେ ବଢ଼ିବ ଜଳସ୍ତର, ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଅନ୍ୟ ନଦୀଗୁଡ଼ିକରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ବେଳେ ଉତ୍ତର ଓଡ଼ିଶାର ପ୍ରମୁଖ ନଦୀ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ଦେଖାଦେଇଛି। ବିଶେଷକରି ବାଲେଶ୍ୱର ଜିଲ୍ଲାରେ ସୁବର୍ଣ୍ଣରେଖାର ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ବୁଧବାର ରାଜ୍ୟ…

ଦାରା ସିଂହଙ୍କ ଆଗୁଆ ଖଲାସ ଆବେଦନ: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ଭୁବନେଶ୍ୱର: ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଏବଂ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ଦାରା ସିଂହର ଆଗୁଆ ଖଲାସ ଆବେଦନକୁ ନେଇ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ମାମଲାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଏବଂ…

ରାଜଧାନୀରେ ଓଲା-ଉବେର ଡ୍ରାଇଭରଙ୍କ ଆନ୍ଦୋଳନ ଉଗ୍ର: ୧୪ ‘ଆମ ବସ୍’ ଭଙ୍ଗାରୁଜା, ୫୦ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅନଲାଇନ୍ କ୍ୟାବ୍ ଏବଂ ବାଇକ୍-ଟ୍ୟାକ୍ସି ଚାଳକଙ୍କ ଆନ୍ଦୋଳନ ବୁଧବାର ଦିନ ଏକ ଉଗ୍ର ରୂପ ନେଇଛି । ଓଲା, ଉବେର ଏବଂ ରାପିଡୋ ଭଳି ଆପ୍-ଭିତ୍ତିକ ସେବା ଯୋଗାଉଥିବା କମ୍ପାନୀର ଶତାଧିକ ଡ୍ରାଇଭର ନିଜର ପ୍ରାପ୍ୟ ବୃଦ୍ଧି ଏବଂ ସାମାଜିକ ସୁରକ୍ଷା ଦାବିରେ…

SCB Mega Expansion Project:ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ SCB ନୂଆ ବିଲ୍ଡିଂ;ଆଉ ଏକ ମେଡିସିନ୍ ବ୍ଲକ…

ଭୁବନେଶ୍ବର:ଏସ୍‌ସିବି ନୂଆ ବିଲ୍ଡିଂର ଉଦଘାଟନ ହେବ ଡିସେମ୍ବରରେ । ଜାନୁଆରୀରୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୁରୁଣା ବିଲ୍ଡିଂ ସହ ନୂଆ ମେଡିସିନ ବିଭାଗ ବିଲ୍ଡିଂ ନିର୍ମାଣ ହେବ । ଏନେଇ ଡିପିଆର ପ୍ରସ୍ତୁତ ପରେ ଖୁବ୍…

ରାଜ୍ୟରେ ବନ୍ୟା ଓ ପ୍ରବଳ ବର୍ଷା: ଭୋଟର ତାଲିକା ସଂଶୋଧନ ଅବଧି ଆଉ ୩୦ ଦିନ ବଢ଼ାଇବାକୁ ବିଜେଡିର ଦାବି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଥିବା ପ୍ରବଳ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପାଇଁ ସମୟସୀମା ବୃଦ୍ଧି କରିବାକୁ ବିଜୁ ଜନତା ଦଳ ଦାବି କରିଛି । ଚଳିତ SIR-2026 ଅଧୀନରେ ଦାବି ଓ ଆପତ୍ତି-ଅଭିଯୋଗ ଦାଖଲ କରିବାର ଶେଷ ତାରିଖ ଅଗଷ୍ଟ ୧୯…

ଗୋବିନ୍ଦା-ସୁନୀତାଙ୍କ ବିବାଦରେ ନୂଆ ମୋଡ଼: ସ୍ୱାମୀଙ୍କ ବିରୋଧରେ କରିଥିବା ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ପତ୍ନୀ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଦୀର୍ଘ ଦିନ ଧରି ଚାଲିଆସୁଥିବା କଳ୍ପନାଜଳ୍ପନାର ଶେଷ ହୋଇଛି। ସ୍ୱାମୀ ଗୋବିନ୍ଦାଙ୍କ ବିରୋଧରେ ଦାଏର କରିଥିବା ଛାଡ଼ପତ୍ର ମାମଲାକୁ ଶେଷରେ ପ୍ରତ୍ୟାହାର କରିନେଇଛନ୍ତି ପତ୍ନୀ…

ଧାରା ୩୭୦ ଉଚ୍ଛେଦ ପରେ କାଶ୍ମୀରକୁ ଆମେରିକାର ସ୍ୱୀକୃତି, ଚୀନ-ପାକିସ୍ତାନକୁ ଶକ୍ତ ଝଟକା

ଶ୍ରୀନଗର/ନୂଆଦିଲ୍ଲୀ: ଭାରତ ପାଇଁ ଏକ ବଡ଼ କୂଟନୈତିକ ବିଜୟ ସ୍ୱରୂପ, ଆମେରିକା ଏବେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ନିଜର ଦୀର୍ଘ ଦିନର ଆଭିମୁଖ୍ୟ ପରିବର୍ତ୍ତନ କରିଛି। ଗତ ୧୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କୌଣସି ଆମେରିକୀୟ ରାଷ୍ଟ୍ରଦୂତ କାଶ୍ମୀର ଗସ୍ତ କରିଛନ୍ତି। ଭାରତରେ ନିଯୁକ୍ତ…

ମାନବ ସୁଥାର: ଭାରତୀୟ କ୍ରିକେଟ୍‌ର ନୂଆ ସ୍ପିନ୍ ତାରକା

ଗାଲେ: ଭାରତର ୬୦୦ତମ ଟେଷ୍ଟ ମ୍ୟାଚ୍‌ରେ ଚମକିଲେ ନୂଆ ସ୍ପିନ୍ ତାରକା ...ନରେନ୍ଦ୍ର ହିରୱାନୀ ଓ ଅକ୍ଷର ପଟେଲଙ୍କ ସ୍ୱତନ୍ତ୍ର କ୍ଲବରେ ସ୍ଥାନ ପାଇଲେ ମାନବ ସୁଥାର । ଭାରତୀୟ କ୍ରିକେଟ ଦଳ ଐତିହାସିକ ୬୦୦ତମ ଟେଷ୍ଟ ମ୍ୟାଚ୍‌କୁ ଏକ ସ୍ମରଣୀୟ ବିଜୟ ସହ ପାଳନ କରିଛି । ଶ୍ରୀଲଙ୍କା ବିପକ୍ଷ …