ସଚିନଙ୍କ ପରି ମନ ବଦଳାଇ ପାରନ୍ତି କୋହଲି
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ଖେଳାଳି ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ବିସିସିଆଇକୁ ଅନୁରୋଧ କରିଥିବା ଖବର ପ୍ରକାଶ ପାଇଛି । ବିସିସିଆଇ ତାଙ୍କୁ ପୂନର୍ବାର ବିଚାର କରିବା ପାଇଁ କହିଛି । କୋହଲିଙ୍କ ମନ ବଦଳୁଛି କି ନାହିଁ ତାହା ଖୁବ ଶୀଘ୍ର ଜଣାପଡିଯିବ । ଏହା…