Latest Odisha News

BREAKING NEWS

ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଳିବ ଡିଜିଟାଲ୍ ହେଲଥ କାର୍ଡ: ମନ୍ତ୍ରୀ

ଭୁବନେଶ୍ବର: ହଷ୍ଟେଲରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା କିପରି ଭଲ ରହିବ ସେନେଇ ସରକାର ନୂଆ ଉପାୟ ବାହାର କରିଛନ୍ତି । ଏଣିକି ହଷ୍ଟେଲରେ ରହୁଥିବା ସ୍କୁଲ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ ହେଲଥ କାର୍ଡ ପ୍ରଦାନ କରିବେ ରାଜ୍ୟ ସରକାର । ଡିଜିଟାଲ୍ ହେଲଥ କାର୍ଡ ମାଧ୍ୟମରେ…

ଜାହାଜ ବୁଡ଼ି ଚାଲିଗଲା ୬୮ ଜଣଙ୍କ ଜୀବନ, ୭୪ ନିଖୋଜ

ନୂଆଦିଲ୍ଳୀ: ୟେମେନରେ ବଡ ଧରଣର ଅଘଟଣ । ଦକ୍ଷିଣ ଅବିଆନ ପ୍ରଦେଶର ନିକଟରେ ବଡ଼ ଅଘଟଣ । ନୌକା ଓଲଟି ପଡ଼ିବାରୁ ୬୮ ଜଣ ଶରଣାର୍ଥୀଙ୍କ ମୃତ୍ୟୁ ଘଟିଛି । ଏଥିରେ ପ୍ରାୟ ୧୫୪ ଜଣ ଶରଣାର୍ଥୀ ଥିଲେ । ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨ ଜଣ ଉଦ୍ଧାର ହୋଇପାରିଛନ୍ତି । ଆହୁରି ୭୪ ଜଣଙ୍କୁ…

ଏସଏଚଜିରୁ ବିନା ସୁଧରେ ମିଳିବ ୧୦ ଲକ୍ଷ ଋଣ; ସେପଟେ, ଦିଲ୍ଲୀ ଯିବେ ଲକ୍ଷପତି ଦିଦି ଏସ ଜ୍ୟୋତି

ଭୁବନେଶ୍ବର: ବର୍ଷକରେ ଲକ୍ଷପତି ଦିଦିଙ୍କୁ କୋଟିପତି ଦିଦି କରାଯିବ ସେନେଇ ଗୁରୁତ୍ବ ଦେଉଛନ୍ତି ସରକାର । ଲକ୍ଷପତି ଦିଦିଙ୍କୁ ଏବେ ଏସଏଚଜିରୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ ଯୋଗାଇଦେବାକୁ ସରକାର ପ୍ରାଥମିକତା ଦେବେ । ଏନେଇ ସୁଭଦ୍ରା ହିତାଧିକାରୀଙ୍କ ସହିତ କଥା ହୋଇଛନ୍ତି…

୪ ଜିଲ୍ଲା ପାଇଁ ବିଜେଡି ପକ୍ଷରୁ ସଭାପତି ନାଁ ଘୋଷଣା

ଭୁବନେଶ୍ୱର:ବିଜେଡି ରାଜ୍ୟର ୪ଟି ଜିଲ୍ଲା ଗଞ୍ଜାମ,କଟକ,କେନ୍ଦ୍ରାପଡ଼ା ଓ କଳାହାଣ୍ଡି ପାଇଁ ନୂଆ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା କରିଛି । ପୂର୍ବରୁ ୨୪ ସାଂଗଠନିକ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ…

ପୃଥିବୀର ଗଭୀରତାରେ ଜୀବନ ଖୋଜୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ବିିଭିନ୍ନ ଦେଶର ବୈଜ୍ଞାନିକ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନ କରୁଛନ୍ତି । ଏ ନେଇ ଭିନ୍ନ ଭିନ୍ନ ତଥ୍ୟ ସମ୍ମୁଖକୁ ଆସୁଛି । ମହାକାଶରେ ଜୀବନର ସତା ଥିବା ନେଇ ବୈଜ୍ଞାନିକମାନେ ଆଶା ରଖିଛନ୍ତି । ଇତି ମଧ୍ୟରେ ଚୀନ ଏବଂ କାନାଡାର ବୈଜ୍ଞାନିକମାନେ ପୃଥିବୀର ଗଭୀରତାରୁ ଜୀବନ ସନ୍ଧାନ…

ଜାତୀୟ ପତାକା ଉତ୍ତୋଳନ ଓ ଅବତରଣ କରିବାର ନିୟମ ଜାରି କଲା ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଉ ଅଳ୍ପ ଦିନ ପରେ ଦେଶ ପାଳିବ ୭୯ତମ ସ୍ୱାଧୀନତା ଦିବସ । ୨୦୨୫ ସ୍ୱାଧୀନତା ଦିବସ ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି । ଗତ କିଛି ବର୍ଷ ଧରି, ସରକାର ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିଜ ଘରେ ତ୍ରିରଙ୍ଗା ଉତ୍ତୋଳନ କରିବାକୁ ଅନୁମତି ଦେଇଛନ୍ତି । ପ୍ରତିବର୍ଷ ଏହାକୁ "ହର ଘର…

ପାକିସ୍ତାନର ପର୍ଦ୍ଦାଫାସ; ପହଲଗାମ ଆତଙ୍କବାଦୀଙ୍କ ଠାରୁ ମିଳିଲା ପାକ୍ ଚକୋଲେଟ , ଭୋଟର ପରିଚୟପତ୍ର …

ନୂଆଦିଲ୍ଲୀ:ପହଲଗାମରେ ୨୬ ଜଣଙ୍କୁ ହତ୍ୟା କରିଥିବା ତିନି ଜଣ ଆତଙ୍କବାଦୀ - ସୁଲେମାନ ଶାହ, ଆବୁ ହମଜା ଏବଂ ୟାସି ଜିବ୍ରାନଙ୍କୁ ୨୮ ଜୁଲାଇ ୨୦୨୫ରେ ଭାରତୀୟ ସେନା ହତ୍ୟା କରିଛନ୍ତି। ସେମାନେ ପାକିସ୍ତାନୀ ଥିଲେ ଏବଂ ଲସ୍କର ସହିତ ଜଡିତ ଥିଲେ। ସୂତ୍ର ଅନୁସାରେ ସେମାନଙ୍କ ନିକଟରୁ ପାକିସ୍ତାନୀ…

କପିଳ ଦେବ, ଗାଙ୍ଗୁଲିଙ୍କ ସହ ସମକକ୍ଷ ହେଲେ ଗିଲ

ଦି ଓଭାଲ: ଭାରତୀୟ କ୍ରିକେଟ ଟିମ ଶୁଭମନ ଗିଲଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ବିଦେଶ ମାଟିରେ ଏହି ଯୁବ ଅଧିନାୟକ ତାଙ୍କ ପ୍ରଥମ ସିରିଜରେ ସମ୍ପୂର୍ଣ୍ଣ ପ୍ରଭାବ ଛାଡିଛନ୍ତି । ସେ ବ୍ୟାଟ୍ସମ୍ୟାନମାନେ ଭାବେ ମଧ୍ୟ ସଫଳ ହୋଇଛନ୍ତି ।…

ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଅଗଷ୍ଟ ୧୪ରେ କଂଗ୍ରେସ କରିବ ପଦଯାତ୍ରା

ଭୁବନେଶ୍ୱର: ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ଯେ, ପୀଡ଼ିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଲା ନାହିଁ । ପୀଡିତା ଯେତେବେଳେ ହସ୍ପିଟାଲ ଆସିଥିଲେ ନିଜେ ହୁଇଲ ଚେୟାର ବସିକି ଆସିଥିଲେ । ହେଲେ କେଉଁ…

ଯୌତୁକ ପାଇଁ ବଧୂ ହତ୍ୟା!

ଭୁବନେଶ୍ୱର: ଯୌତୁକ ନିର୍ଯାତନା ଯୋଗୁଁ ମହିଳାଙ୍କ ରହସ୍ୟମୟ ମୃତ୍ୟୁ ପରେ ଭୁବନେଶ୍ୱରରୁ ଜଣେ ୩୧ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଯୌତୁକ ପାଇଁ ତାଙ୍କ ଶାଶୁ ଘର ପକ୍ଷରୁ ତାଙ୍କୁ ନିରନ୍ତର ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି ବାପ ଘର ଲୋକ। ବିଶ୍ୱନାଥ ସ୍ୱାଇଁ ନାମକ…