Latest Odisha News

BREAKING NEWS

ପଥର ଖଣି ଦୁର୍ଘଟଣାରେ ଓଡ଼ିଶା ଶ୍ରମିକଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀଙ୍କ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଏକ ଗ୍ରାନାଇଟ୍ ଖଣିରେ ରବିବାର ଦିନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଛଅ ଜଣ ପ୍ରବାସୀ ଶ୍ରମିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରି ସେ ମୁଖ୍ୟମନ୍ତ୍ରୀଙ୍କ…

କୁମାର ସଙ୍ଗକାରାଙ୍କୁ ପଛରେ ପକାଇଲେ ରୁଟ

ଦି ଓଭାଲ: ଇଂଲଣ୍ଡର ଜୋ ରୁଟ ଟେଷ୍ଟ କ୍ରିକେଟରେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ଭାରତ ବିପକ୍ଷ ୫ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ତୃତୀୟ ଶତକ ହାସଲ କରିଛନ୍ତି । ଏଥିସହ ତାଙ୍କର ଓଭରାଲ ଶତକ ସଂଖ୍ୟା ୩୯ରେ ପଂହଚିଛି । ସେ ଶ୍ରୀଲଙ୍କାର ମହାନ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରାଙ୍କୁ…

କୋଟିପତି ଏମଭିଆଇ: ଘରୁ ବାହାରୁଛି ପୁଳା ପୁଳା ଟଙ୍କା ସହ ସୁନା ରୂପା

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଜିଲ୍ଲା ଏମଭିଆଇଗୋଲାପ ଚନ୍ଦ୍ର ହାଁସଦାଙ୍କ ଘରେ ଚାଲିଛି ରେଡ୍ । ବାରିପଦା, ବୌଦ୍ଧ ଓ ଭୁବନେଶ୍ବର ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ ଚାଲିଥିବାବେଳେ, ବିପୁଳ ମାତ୍ରାରେ ସୁନା ରୂପା ବାହାରୁଛି । ତେବେ ବୌଦ୍ଧ ଏମଭିଆଇ ଗୋଲାପ…

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ୨ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରେ ଜଣେ ବରିଷ୍ଠ ଆୟକର (ଆଇଟି) ଅଧିକାରୀଙ୍କ ଘରୁ ଡକାୟତି କରିଥିବା ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗର ଦୁଇ ଜଣ ସଦସ୍ୟଙ୍କୁ କମିଶନରେଟ୍ ପୋଲିସ ନୂଆଦିଲ୍ଲୀରୁ ଗିରଫ କରିଛି। ଏହି ଲୁଟେରାଙ୍କ ପାଖରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଛି। ଏମାନେ…

‘ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ଏବଂ ଶାରୀରିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ପାଇଁ ଆମର ସାମୂହିକ…

ଭୁବନେଶ୍ୱର: ଆଜି କେନ୍ଦୁଝର ଜିଲ୍ଲା ଷ୍ଟାଡିଅମ ଠାରେ କଟକ ଓ ସମ୍ବଲପୁର ମଧ୍ୟରେ ହେଉଥିବା ୬୪ତମ ବରିଷ୍ଠ ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିଅନସିପ ସାହାଣୀ କପ ୨୦୨୫ ଉଦଯାପିତ ହେଇଯାଇଛି । ଏହି ଉଦଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ଯୋଗଦାନ କରି "ସାହାଣୀ କପ" କୁ ଏକ ସ୍ମୃତିଗତ ଏବଂ…

୧୪୮ ବର୍ଷର ଟେଷ୍ଟ ଇତିହାସରେ ପ୍ରଥମ

ଦି ଓଭାଲ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ଦେଖିବାକୁ ମିଳିଛି । ସିରିଜରେ ଏ ପର୍ଯ୍ୟନ୍ତ ୧୯ ଶତକ ମରାଯାଇଥିବା ବେଳେ ଜୋ ରୁଟ ୬୩ ଓ ହ୍ୟାରୀ ବ୍ରୁକ ୯୦ ରନ କରି ଖେଳୁଛନ୍ତି । ୧୪୮ ବର୍ଷ ଇତିହାସରେ ଏତେ ଶତକ ଦେଖିବାକୁ…

ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ନଡ଼ିଆ ସଂଗ୍ରହ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ଦରବାର ହଲଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ନଡ଼ିଆ ସଂଗ୍ରହ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆୟୋଜିତ ଏକ ଉତ୍ସବରେ…

ପଥର ଖଣିରେ ଦୁର୍ଘଟଣା; ୬ ଓଡ଼ିଶା ଶ୍ରମିକ ମୃତ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ବାପତଲା ଜିଲ୍ଲାରେ ରବିବାର ଦିନ ଏକ ଗ୍ରାନାଇଟ୍ ଖଣିରେ ଦୁର୍ଘଟଣା ଘଟିଛି। ଯେଉଁଥିରେ ଅତି କମରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ୬ ଛଅ ଜଣ ଓଡ଼ିଶାର ବାସିନ୍ଦା ବୋଲି ଜଣାପଡ଼ିଛି। ବାଲିକୁରାଭା ନିକଟସ୍ଥ…

୨ଟି ଭୋଟର କାର୍ଡ ରଖିବା ପ୍ରସଙ୍ଗ: ତେଜସ୍ୱୀ ଯାଦବଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ, ମାଗିଲେ ଜବାବ…

ପାଟନା: ଅଡୁଆରେ ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ । ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହେଲା ନୋଟିସ । ନିର୍ବାଚନ କମିଶନ ତେଜସ୍ୱୀ ଯାଦବଙ୍କୁ ଚିଠି ଲେଖି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଦ୍ୱାରା ଦେଖାଯାଇଥିବା ଭୋଟର ପରିଚୟପତ୍ର ମାଗିଛନ୍ତି, ଯାହା ଦ୍ୱାରା ଏହାର ତଦନ୍ତ…

ଚୌକା, ଛକାରେ ଭାରତର ରେକର୍ଡ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଅନେକଗୁଡିଏ ରେକର୍ଡ ନିଜ ନାମରେ କରିଛି । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୪୭୦ ବାଉଣ୍ଡରୀ ମାରି ଇତିହାସ ସୃଷ୍ଟି କରିଛି । ଏହା ପୂର୍ବରୁ ଟିମଇଣ୍ଡିଆ ୧୯୬୪ରେ ୩୮୪ ବାଉଣ୍ଡରୀ ମାରିଥିଲା । ଏଥିରେ ୪୨୨ ଚୌକା ଓ ୪୮ ଛକା ସାମିଲ ।…