ସାବଧାନ iPhone ୟୁଜର୍ସ ! ଯଦି ଏହି ଫିଚର ଏବେ ବନ୍ଦ ନକରିବେ ତେବେ…
ନୂଆଦିଲ୍ଲୀ: ଯଦି ଆପଣ ଜଣେ iPhone ଉପଭୋକ୍ତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇଫୋନ୍ରେ ଏକ ଫିଚର ରହିଛି, ଯାହା ଆପଣଙ୍କ ଅଜାଣତରେ ଆପଣଙ୍କ ଲୋକେସନ୍ ଓ ନେଟୱାର୍କ ଗତିବିଧିକୁ ଟ୍ରାକ୍ କରୁଛି। ଏହି ଫିଚର ଏବେ ମଧ୍ୟ ଆପଣଙ୍କ ଫୋନ୍ରେ ଅନ୍ ଥାଇପାରେ। ଏହାର…