କୁକୁର କାମୁଡ଼ିବାର ୨୦ ମିନିଟ ଭିତରେ ତୁରନ୍ତ କରନ୍ତୁ ଏହି କାମ, ୯୯ ପ୍ରତିଶତ କମ ହୋଇଥା ଇନଫେକ୍ସନ ଭୟ
ନୂଆଦିଲ୍ଲୀ : କୁକୁରକୁ ମଣିଷର ସବୁଠୁ ଭଲ ବନ୍ଧୁ ବୋଲି କୁହାଯାଏ। କିନ୍ତୁ ସମୟ ସହ ଏହି ଚିତ୍ର ବଦଳିଛି। ସହରର ଗଳିକନ୍ଦିରେ ଏବେ ବନ୍ଧୁ ନୁହେଁ, ଆତଙ୍କ ଘୁରୁଛି। ବୁଲା କୁକୁର ଏବେ ଭୟର ଅନ୍ୟ ନାମ ହୋଇଛି। ପରିସ୍ଥିତି ଏତେ ଗମ୍ଭୀର ହୋଇଛି ଯେ ସୁପ୍ରିମ୍ କୋର୍ଟଙ୍କୁ ସୁଓ ମୋଟୋ କଗ୍ନିଜାନ୍ସ…