Latest Odisha News

BREAKING NEWS

ଦେହରେ କେତେ ପ୍ରତିଶତ ନିଆଁ ଲାଗିଲେ ମଣିଷ ବଞ୍ଚିପାରେ ନାହିଁ ? ଜାଣନ୍ତୁ କ’ଣ କହୁଛି ଚିକିତ୍ସା ବିଜ୍ଞାନ

ନୂଆଦିଲ୍ଲୀ: ଦେହରେ ନିଆଁ ଲାଗିବା ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା, ଯାହା ମଣିଷର ଜୀବନକୁ ବିପଦ ମୁହାଁ କରାଇପାରେ। ଚିକିତ୍ସା ବିଜ୍ଞାନ ଅନୁଯାୟୀ, ଦେହରେ ନିଆଁ ଲାଗିବାର ପ୍ରତିଶତ (ଶରୀରର ମୋଟ ଉପରିସ୍ଥ ଅଞ୍ଚଳ ବା Total Body Surface Area - TBSA) ଓ ପୋଡ଼ାର ଗଭୀରତା ଉପରେ ମଣିଷର…

ବଳଙ୍ଗା ଘଟଣାରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ: ଓଡ଼ିଶା ପୋଲିସ

ଭୁବନେଶ୍ବର: ଆଜି ବଳଙ୍ଗା ପୀଡ଼ିତା ଜଣଙ୍କ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବଳଙ୍ଗା ଘଟଣାରେ ଓଡ଼ିଶା ପୋଲିସ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଚକିତ କଲାଭଳି ସୂଚନା ପ୍ରଦାନ କରାଯାଇଛି। ପୋଲିସ କହିଛି ଯେ, ବଳଙ୍ଗା ଘଟଣାରେ ପୀଡିତା ଝିଅଙ୍କ ମୃତ୍ୟୁ…

ଚାଲିଛି ଝୁଲଣ ଯାତ ପ୍ରସ୍ତୁତି, ବିଜେ ହେବେ ଶ୍ରୀ ରାଧା କୃଷ୍ଣ…

ପୁରୀ: ଶ୍ରାବଣ ମାସ ଶୁକ୍ଳ ଦଶମୀ ତିଥି ଠାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ମଠ ବାଡି ତଥା ପୁର ପଲ୍ଲୀରେ ଆରମ୍ଭ ହେବ ବର୍ଷାକାଳୀନ ରାସ ତଥା ପବିତ୍ର ଝୁଲଣ ଯାତ୍ରା । ଝୁଲଣଯାତ୍ରା ପାଇଁ ସମସ୍ତ ମଠ ବାଡ଼ି ଓ ମନ୍ଦିରର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ୭ ଦିନ ବ୍ୟାପି ଚାଲିବ ଏହି ଯାତ୍ରା…

ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଟାର୍ଗେଟ

ଦି ଓଭାଲ: ଏଠାରେ ଚାଲିଥିବା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ଲକ୍ଷ୍ୟ ରଖିଛନ୍ତି । ସିରିଜ ବରାବର କରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ହାସଲ କରିବା ଜରୁରୀ । ଭାରତର ପ୍ରଥମ ଇନିଂସ ସ୍କୋର ୨୨୪ ରନ…

କଟକ ଚଣ୍ଡୀ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟିକା ସୋଫିଆ ଫିର୍ଦୋସ

କଟକ: କଟକ ଚଣ୍ଡୀ ମନ୍ଦିର ପୁନରୁଦ୍ଧାର କାର୍ଯ୍ୟ ଏବଂ ସମୀକ୍ଷା ବୈଠକ ତାଦରଖ କରିଛନ୍ତି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋସ । ଏହି ସମୟରେ ତାଙ୍କ ସାଙ୍ଗରେ ଥିଲେ ବରିଷ୍ଠ କଂଗ୍ରେସ ତଥା ବାପା ମହମ୍ମଦ ମୋକିମ୍ । ମନ୍ଦିରର କାର୍ଯ୍ୟ କିପରି ସୁରୁଖୁରୁରେ ସରିବ ସେନେଇ ଓବିସିସିର…

ଏମାନଙ୍କ ପାଇଁ ଡାଲି ହେଉଛି ବିପଦ ! ଖାଇବା ଆଗରୁ ହୋଇଯାନ୍ତୁ ସାବଧାନ

ଭୁବନେଶ୍ୱର: ଡାଲି ଆମ ସବୁଦିନ ଖାଦ୍ୟରେ ଏକ ଅତ୍ୟାବଶ୍ୟକୀୟ ଅଂଶ। ମଧ୍ୟାହ୍ନ ଭୋଜନରୁ ଆରମ୍ଭ କରି ରାତ୍ରୀ ଭୋଜନ ପର୍ଯ୍ୟନ୍ତ, ଡାଲି ଆମ ଥାଳିରେ ଏକ ଅପରିହାର୍ଯ୍ୟ ଉପାଦାନ। ଏହା କେବଳ ସ୍ୱାଦ ବଢ଼ାଇବା ନୁହେଁ, ବରଂ ଶରୀରକୁ ଆବଶ୍ୟକୀୟ ପୋଷଣ ମଧ୍ୟ ଯୋଗାଇଥାଏ। ଏନସିବିଆଇର ଏକ ରିପୋର୍ଟ…

ଭୁବନେଶ୍ବର ବିମାନ ବନ୍ଦରରୁ ୮ କୋଟି ଟଙ୍କାର ଗଞ୍ଜେଇ ଜବତ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । ଏହି ଗଞ୍ଜେଇ ଜବତ କଲା ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ (ଡିଆରଆଇ) । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ହେବ । ଥାଇଲାଣ୍ଡରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଆସୁଥିବା ବେଳେ ଧରିଲା ଡିଆରଆଇ ।…

ସମଗ୍ର ହିମାଚଳପ୍ରଦେଶ ମାନଚିତ୍ରରୁ ଉଭାନ ହୋଇଯିବ! କାହିଁକି ସୁପ୍ରିମକୋର୍ଟ ଏପରି କହିଛନ୍ତି…

ନୂଆଦିଲ୍ଲୀ:ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ହିମାଚଳପ୍ରଦେଶ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି ଯେ ହିମାଚଳ ପ୍ରଦେଶରେ ଚାଲୁଥିବା  ନିର୍ମାଣ ଏବଂ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶ କ୍ଷତିଗ୍ରସ୍ତ ହେଉଛି। ଯଦି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ,…

ମାସକ ମଧ୍ୟରେ ପୂନର୍ବାର ଏକତ୍ର ହେଲେ ସାଇନା-କାଶ୍ୟପ

ହାଇଦ୍ରାବାଦ: ଭାରତର ଦୁଇ ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲ ଓ ପାରୁପଲ୍ଲୀ କାଶ୍ୟପଙ୍କ ବିବାହ ବିଚ୍ଛେଦ ପ୍ରଶଂସକଙ୍କୁ ନିରାଶ କରିଥିଲା । ତେବେ ମାସକ ମଧ୍ୟରେ ଉଭୟ ପୂନର୍ବାର ଏକତ୍ର ରହିବେ ବୋଲି ନିଷ୍ପତି ନେଇଛନ୍ତି । ଭଲ ପାଇବା ପରେ ୨୦୧୮ରେ ଉଭୟ ବିବାହ ବନ୍ଧନରେ ବାନ୍ଧି…

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଘୋଷଣାରେ ବିଳମ୍ବ: ରାଜନୈତିକ ରଣନୀତି ନା ହୋଇପାରୁନି ସହମତି?

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା ସ୍ଥଗିତ ରଖିଛି। ଉପରାଷ୍ଟ୍ରପତି ନିର୍ବାଚନ ପରେ ଘୋଷଣା ହେବ। ଏହା ରାଜନୈତିକ ରଣନୀତି ବୋଲି ଜଣାପଡ଼ୁଛି। ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୪ ଲୋକସଭା ନିର୍ବାଚନ ପରେ ଶେଷ ହେବାର ଥିଲା। କିନ୍ତୁ…