Latest Odisha News

BREAKING NEWS

Aadhar card update 2025: ଆଧାର କାର୍ଡରେ କେମିତି ବଦଳାଇବେ ମୋବାଇଲ ନମ୍ୱର ? ଜାଣନ୍ତୁ…

ନୂଆଦିଲ୍ଲୀ: ଆଜିର ସମୟରେ ବ୍ୟାଙ୍କ ଖାତା ଖୋଲିବାଠାରୁ ଆରମ୍ଭ କରି ରାସନ କାର୍ଡ ତିଆରି ପର୍ଯ୍ୟନ୍ତ ସବୁଠି ଆଧାର କାର୍ଡର ଆବଶ୍ୟକତା ରହିଛି। ଆଧାର କାର୍ଡ ହେଉଛି ଆପଣଙ୍କ ପରିଚୟର ମୂଳ ଦସ୍ତାବିଜ, ଯେଉଁଥିରେ ଆପଣଙ୍କ ସମ୍ପର୍କିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥାଏ। କିନ୍ତୁ ଏହା ମଧ୍ୟ ସତ୍ୟ…

ବିଳମ୍ବରେ ମହାପ୍ରଭୁଙ୍କ ରଥଟଣା: ମନ୍ତ୍ରୀ କହିଲେ, ‘କାଳିଆର ଇଚ୍ଛା’

ପୁରୀ: ସମୟ ଭିତରେ ଗଡିପାରିଲାନି ମହାପ୍ରଭୁଙ୍କ ରଥ । ବିଳମ୍ବ ହେଲା । ସନ୍ଧ୍ୟା ପରେ ଗଡିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ । ରାତି ପ୍ରାୟ ୭ଟା ୪୫ ମିନିଟରେ ନନ୍ଦିଘୋଷ ରଥକୁ ଟିକିଏ ଗଡାଯାଇ ଗତକାଲି ରଥଟଣାକୁ ସ୍ଥଗିତ ରଖରାଯାଇଥିଲା । ସିଂହଦ୍ବାରରେ ଅରୁଣ ସ୍ତମ୍ଭ ଠାରୁ ମାତ୍ର ଟିକିଏ…

ପୁଣି ଇସ୍ରାଏଲକୁ ଇରାନର କଡା ଟାର୍ଗେଟ୍: ଟ୍ରମ୍ପଙ୍କ ନୂଆ ନିକ୍ ନେମ୍ ନେଇ କଲା କଟାକ୍ଷ,‘ଯୁଦ୍ଧ ବେଳେ ଡାଡିଙ୍କ ପାଖକୁ…

ନୂଆଦିଲ୍ଲୀ: ଯୁଦ୍ଧବିରତି ପରେ ପୁଣି ବଢିଛି ଇସ୍ରାଏଲ ଏବଂ ଇରାନ ଉଷ୍ମତା । ଇସ୍ରାଏଲ ଉପରେ କଡ଼ା ଆକ୍ରମଣ କରିଛନ୍ତି ଇରାନ । କହିଛନ୍ତି, ଯେତେବେଳେ ତେଲ ଅଭିଭରେ ତେହେରାନର କ୍ଷେପଣାସ୍ତ୍ର ବର୍ଷା ଆରମ୍ଭ କଲା, ସେତେବେଳେ ସେମାନଙ୍କର 'ଡାଡି' ପାଖକୁ ଦୌଡ଼ିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ…

ଓଡ଼ିଶାର ୧୨ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୧୨ଟି ଜିଲ୍ଲାରେ ଘଡ଼ଘଡ଼ି ଏବଂ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଶନିବାର ଦିନ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଭୁବନେଶ୍ୱର ଏବଂ କଟକ ସହର ପାଇଁ ମଧ୍ୟ ଅରେଞ୍ଜ ସତର୍କତା ଜାରି କରାଯାଇଛି। ଆଇଏମଡିର ବିଜ୍ଞପ୍ତି…

ଆଇନ ଛାତ୍ରଙ୍କ କଳା କାରନାମା; ବିବାହ ପାଇଁ ମନା କରିବାରୁ ଛାତ୍ରୀଙ୍କୁ ଗଣଦୁଷ୍କର୍ମ 

କୋଲକାତା: କୋଲକାତାରେ ଟ୍ରେନି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା ମନରୁ ଲିଭିନଥିବା ବେଳେ ପଶ୍ଚିମବଙ୍ଗ କୋଲକାତାରେ ଏକ ଆଇନ କଲେଜରେ ଲୋମହର୍ଷଣକାରୀ ଘଟଣା ଘଟିଛି। ୨୫ ଜୁନରେ ଜଣେ ୨୪ ବର୍ଷୀୟା ଛାତ୍ରୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣା ବର୍ତ୍ତମାନ୍ ସବୁଆଡେ ଚର୍ଚ୍ଚାର ବିଷୟ…

ସିଦ୍ଧାର୍ଥ ଶୁକ୍ଳାକୁ ଆଲିଙ୍ଗନ କରି ମନେପକାଇଥିଲେ….ଆଉ ଆଜି….ଭାଇରାଲ ହେଉଛି ଶେଫାଳିଙ୍କ ଶେଷ ପୋଷ୍ଟ

ମୁମ୍ବାଇ: ଆଉ ନାହାନ୍ତି ବିଗ୍ ବସ୍ ଫେମ୍ ତଥା ବଲିଉଡ ଅଭିନେତ୍ରୀ ଶେଫାଲି ଜରିୱାଲା । ୪୨ ବର୍ଷ ବୟସରେ କାଡିଆକ୍ ଆରେଷ୍ଟରେ ତାଙ୍କର ପରଲୋକ ହୋଇଛି । ଏହାରି ଭିତରେ ଏବେ ଶେଫାଲିଙ୍କ ଏକ୍ସରେ ଶେଷ ପୋଷ୍ଟ ଭାଇରାଲ ହେଉଛି। ଏହି ପୋଷ୍ଟରେ ଶେଫାଲି ତାଙ୍କ ବିଗ୍ ବସ୍-୧୩ ବନ୍ଧୁ ସିଦ୍ଧାର୍ଥ…

ଭିଜିଲାନ୍ସ ଜାଲରେ ସହାୟକ ଯନ୍ତ୍ରୀ; ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ୭ ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଲେ ଗଞ୍ଜାମ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଶୀଲ କୁମାର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କର ୭ଟି ଠିକଣାରେ ଏକକାଳୀନ ଚଢାଉ କରିଛି। ଗଞ୍ଜାମ ଓ ପୁରୀ ସମେତ ଏକାକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ…

ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥ ଯାତ୍ରା ପାଇଁ ମହାପ୍ରଭୁ ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିଛନ୍ତି। ରତ୍ନ ସିଂହାସନ ଛାଡ଼ି ନବଦିନାତ୍ମକ ଯାତ୍ରାରେ ମାଉସୀ ମା ଘରକୁ ଯାଇଛନ୍ତି ମହାବାହୁ। ଏହାରି ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ଶ୍ରୀମନ୍ଦିର…

ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଜଣେ ଗିରଫ

ଭଦ୍ରକ: ହାୱଡା ଯାଉଥିବା ୧୨୦୭୪ ଜନ ଶତାବ୍ଦୀ ଏକ୍ସପ୍ରେସକୁ ପଥର ଫିଙ୍ଗିବା ଘଟଣାରେ ଭଦ୍ରକ ରେଳ ସୁରକ୍ଷା ବଳ (ଆରପିଏଫ୍) ଜଣକୁ ଗିରଫ କରିଛି। ଜୁନ୍ ୨୭ ସକାଳ ୮ଟା ୧୫ ମିନିଟ୍ ସମୟରେ ଖୋର୍ଦ୍ଧା ରୋଡ ଡିଭିଜନାଲ ସିକ୍ୟୁରିଟି କଣ୍ଟ୍ରୋଲ ପକ୍ଷରୁ ରେଳ ମଦଦ୍ ମାଧ୍ୟମରେ ଏକ ଅଭିଯୋଗ ଆସିଥିଲା।…

୪୨ ବର୍ଷରେ ‘କାଣ୍ଟା ଲଗା ଗାର୍ଲ’ ଓ ବିଗବସ ଫେମ ଶେଫାଲି ଜରିୱାଲାଙ୍କ ଦେହାନ୍ତ

ମୁମ୍ବାଇ: ବିଗବସ ଫେମ ତଥା 'କାଣ୍ଟା ଲଗା ଗାର୍ଲ' ଭାବରେ ଜଣାଶୁଣା ଅଭିନେତ୍ରୀ ଶେଫାଲି ଜରିୱାଲାଙ୍କ ମୃତ୍ୟୁ ହୋଇଛି। ଏହି ଖବର ଏଣ୍ଟରଟେନମେଣ୍ଟ ଜଗତରେ ଶୋକର ଛାୟା ଖେଳାଇ ଦେଇଛି। ଅନେକ ସେଲିବ୍ରିଟି ଏବଂ ଶେଫାଲିଙ୍କ ଫ୍ୟାନ୍ସ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିବା ଆରମ୍ଭ…