ଶ୍ରୀ ଭାଗବତ ସାର ୮୧: ଶାସ୍ତ୍ର କହେ ମହର୍ଷି ବ୍ୟସଦେବ ଭଗବାନଙ୍କ ସପ୍ତଦଶ ଅବତାର
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ରଚନାରେ ମୁଖ୍ୟ ଜଣେ ମହର୍ଷି ବ୍ୟାସଦେବ ଓ ଅନ୍ୟ ଜଣେ ଦେବର୍ଷି ନାରଦ। ଏହି ମହର୍ଷି ଓ ଦେବର୍ଷି ବିଷୟରେ ସମ୍ୟକ ଆଲୋଚନା ନକଲେ ଶ୍ରୀ ଭାଗବତ ସାର ରଚନାର ମୂଲ୍ୟ କିଛି ନୁହେଁ। ପ୍ରଥମେ ଆଲୋଚନା କରିବା ମହର୍ଷି…