ବଦଳିବ ପ୍ରାଥମିକ ସ୍କୁଲ ପିଲାଙ୍କ ପରିଚୟ ପତ୍ର ରଙ୍ଗ…
ଭୁବନେଶ୍ୱର: ଓଡ଼ିଶା ସରକାର ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ସ୍କୁଲ ଡ୍ରେସ୍ କୋଡ୍ ଏବଂ ଆଇ ଡିି କାର୍ଡ ରଙ୍ଗ ବଦଳିବାକୁ ଯାଉଛନ୍ତି।
ସରକାରୀ ସୂଚନା ଅନୁଯାୟୀ, ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପରିଚୟ ପତ୍ରର ରଙ୍ଗ ଗେରୁଆ ହେବ।…