ପୁରୀରେ ଆମ ବସ୍ ଧକ୍କାରେ ମହିଳା ଆହତ, ତାତିଲେ ଲୋକେ
ପୁରୀ: ପୁରୀର ନବକଳେବର ରୋଡରେ ଶୁକ୍ରବାର ଆମ ବସ୍ ଧକ୍କାରେ ଜଣେ ମହିଳା ଆହତ ହୋଇଛନ୍ତି।
ଲକ୍ଷ୍ମୀ ମହାରଣା (୬୦) ନାମକ ଉକ୍ତ ମହିଳାଙ୍କର ଗୋଡ଼ରେ ଗୁରୁତର ଆଘାତ ଲାଗିଛି।
ସୂଚନା ଅନୁଯାୟୀ, ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରି ଘରକୁ ଫେରିବା ସମୟରେ ମହିଳା ଜଣକ ଏହି ଦୁର୍ଘଟଣାର ଶିକାର…