Latest Odisha News

BREAKING NEWS

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା; ଅବସରପ୍ରାପ୍ତ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ 

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କଟକ ଜିଲ୍ଲାର ବଡ଼ମ୍ବାର ଗ୍ରାମୀଣ କାର୍ଯ୍ୟ ବିଭାଗର ପୂର୍ବତନ କନିଷ୍ଠ ଯନ୍ତ୍ରୀ (ଜେଇ) ଶିବନାରାୟଣ ପାଲ୍‌ଙ୍କୁ ଓଡ଼ିଶା ଭିଜିଲାନ୍ସ ଦୋଷୀ ସାବ୍ୟସ୍ତ କରିଛି। ଭୁବନେଶ୍ୱରର ଆର୍ ଆଣ୍ଡ୍ ବି ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଭାବରେ ଅବସର…

‘Vasteguna Huiya’: ‘ଭାସ୍ତେଗୁନା ହୁଇୟା’ ସମସ୍ତଙ୍କ ପାଟିରେ ଗୋଟିଏ ଶବ୍ଦ! କ’ଣ ଆପଣ ଜାଣନ୍ତି ଏହାର…

ନୂଆଦିଲ୍ଲୀ: ଆପଣ ଯଦି ଇନଷ୍ଟାଗ୍ରାମ, ୟୁଟ୍ୟୁବ୍ ସର୍ଟ୍ସ କିମ୍ବା ଫେସବୁକ୍ ରିଲ୍ସ ଦେଖୁଛନ୍ତି, ତେବେ ନିଶ୍ଚୟ "ଭାସ୍ତେଗୁନା ହୁଇୟା" (Vasteguna Huiya) ଶବ୍ଦଟି ଶୁଣିଥିବେ। ଆଜିକାଲି ପ୍ରାୟ ପ୍ରତ୍ୟେକ ରିଲ୍‌ରେ ଏହି ଶବ୍ଦ ଶୁଣିବାକୁ ମିଳୁଛି। ଦିଲ୍ଲୀ ଜନ୍ତରମନ୍ତରରେ ହୋଇଥିବା ଜେନ ଜେଡ୍…

ବ୍ରାଉନ୍ ସୁଗାର କାରବାର ଅଭିଯୋଗରେ ମା ଓ ପୁଅ ଅଟକ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଜଣେ ମହିଳା ଏବଂ ତାଙ୍କ ପୁଅକୁ ୪୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ରଖିବା ଅଭିଯୋଗରେ ବୁଧବାର ଦିନ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ, ଅବକାରୀ ବିଭାଗର ଅଧିକାରୀମାନେ ଚଢାଉ ସମୟରେ ଦୁଇଜଣଙ୍କଠାରୁ ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଅଭିଯୁକ୍ତ ମାନେ ଲୋକନାଥ…

Gandhi On Paper Leak Protests: ‘ଇଡିଅଟ୍’, ‘ଅନ୍ଧଭକ୍ତ’…ଅମିତ ଶାହଙ୍କୁ ସିଧା…

ନୂଆଦିଲ୍ଲୀ: ପ୍ରାୟ ସପ୍ତାହେ ଧରି ଅଚଳ ରହିଥିବା ସଂସଦରେ ବୁଧବାର 'ଦ ପବ୍ଲିକ୍ ଏଗ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) (ସଂଶୋଧନ) ବିଲ୍, ୨୦୨୬' ଉପରେ ଆଲୋଚନା ବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସରକାରକୁ ଜୋରଦାର ଘେରିଥିଲେ। ତାଙ୍କ ଭାଷଣରେ 'ଇଡିଅଟ୍' ଓ 'ଅନ୍ଧଭକ୍ତ'…

ଓଡ଼ିଶାରେ ବନ୍ୟା; ୪ ମୃତ, ୬ ଜିଲ୍ଲାର ୨ ଲକ୍ଷ ପ୍ରଭାବିତ

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଛଅଟି ଜିଲ୍ଲାର ଦୁଇ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଏଥିସହିତ ପ୍ରାୟ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର (SRC) ରାଜେଶ ପ୍ରଭାକର ପାଟିଲ ବୁଧବାର କହିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ୨୩୩ଟି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ‘ଜଣେ ଅଧିକାରୀ, ଗୋଟିଏ ଗାଡ଼ି’ ନୀତି ଲାଗୁ

ନୂଆଦିଲ୍ଲୀ: ସରକାରୀ ଯାନର ଅପବ୍ୟବହାର ରୋକିବା ଏବଂ ଅନାବଶ୍ୟକ ଖର୍ଚ୍ଚ ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ନୀତି କାର୍ଯ୍ୟକାରୀ କରିଛନ୍ତି। ଅମଲାତନ୍ତ୍ରର ଏବେ "ଜଣେ ଅଧିକାରୀ, ଗୋଟିଏ ସରକାରୀ ଗାଜି" ନୀତି ରହିବ। ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଏହି ସମ୍ପର୍କରେ ଏକ ନୂତନ…

CJP Protest: ୯୮୯ ଜଣ ହିଷ୍ଟ୍ରିସିଟରଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ, ଗିରଫ ପାଇଁ ୨୦ଟି ଦଳ ଗଠିତ

ନୂଆଦିଲ୍ଲୀ: ଜୁଲାଇ ୨୦ ତାରିଖରେ ସଂସଦ ମାର୍ଚ୍ଚ ସମୟରେ ହୋଇଥିବା ବିଶାଳ ହିଂସା ଏବଂ ପୋଲିସ ଉପରେ ଆକ୍ରମଣ ଘଟଣାର ଦିଲ୍ଲୀ ପୋଲିସ ତଦନ୍ତ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛି। ପୋଲିସ କମିଶନର ଅନୁରାଗ କୁମାର ଗୃହ ମନ୍ତ୍ରଣାଳୟକୁ ପ୍ରଦାନ କରିଥିବା ଏକ ବିସ୍ତୃତ ରିପୋର୍ଟ ଅନୁଯାୟୀ,…

ପ୍ରବଳ ବର୍ଷା ଆଲର୍ଟ; ରାଜ୍ୟର ୧୦ ଜିଲ୍ଲାରେ ସ୍କୁଲ ଓ କଲେଜ ଛୁଟି…

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବନ୍ୟା ଏବଂ ପ୍ରବଳ ବର୍ଷା ସତର୍କତାକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟର ପ୍ରାୟ ୧୦ ଜିଲ୍ଲାରେ ସମସ୍ତ ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ। ସୂଚନା ଅନୁଯାୟୀ, ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭଦ୍ରକ, ଯାଜପୁର, ବରଗଡ଼,…

କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାରେ ପ୍ରାଥମିକ ଚାର୍ଜସିଟରେ ସାଂଘାତିକ ତଥ୍ୟ ଦେଲା କ୍ରାଇମବ୍ରାଞ୍ଚ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ଜିଆରପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲାକୁ ୩ ମାସ ପୁରିବାକୁ ଯାଉଛି । ଏହା ପୂର୍ବରୁ ପୂର୍ବରୁ ତଦନ୍ତକାରୀ ଟିମ୍ ଟ୍ରାଏଲ୍ କୋର୍ଟରେ ୨୦ ଜଣ ଅଭିଯୁକ୍ତଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ପ୍ରାଥମିକ…

Monsoon Session: ସଂସଦରେ ବିରୋଧୀଙ୍କ ହଙ୍ଗାମା, ୨ଟା ଯାଏଁ ରାଜ୍ୟସଭା ମୁଲତବୀ, ରାହୁଲଙ୍କ ଭାଷଣ ଉପରେ ସମସ୍ତଙ୍କ…

ନୂଆଦିଲ୍ଲୀ: 'ଦ ପବ୍ଲିକ୍ ଏଗ୍ଜାମିନେସନ୍ସ (ପ୍ରିଭେନ୍ସନ୍ ଅଫ୍ ଅନଫେୟାର୍ ମିନ୍ସ) (ସଂଶୋଧନ) ବିଲ୍, ୨୦୨୬' ଉପରେ ବୁଧବାର ଲୋକସଭାରେ ଦ୍ୱିତୀୟ ଦିନ ପାଇଁ ଆଲୋଚନା ଜାରି ରହିଛି। ଆଜି ଏହି ବିଲ୍‌କୁ ଲୋକସଭାରେ ଅନୁମୋଦନ ମିଳିପାରେ। ତେବେ ବିଲ୍‌କୁ ନେଇ ସଂସଦରେ ତୀବ୍ର ହଙ୍ଗାମା ଦେଖିବାକୁ…