Latest Odisha News

BREAKING NEWS

ଏହି ଉପାୟରେ କରନ୍ତୁ ରାହୁକୁ ଶାନ୍ତ, ଇଚ୍ଛା ହେବ ପୂରଣ !

ଭୁବନେଶ୍ବର:ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ରାହୁ ଦୋଷ ଥିଲେ ବ୍ୟକ୍ତିଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କୁଣ୍ଡଳୀରେ ରାହୁ ଦୋଷ ମାନସିକ ଚାପ, ଆର୍ଥିକ କ୍ଷତି, ନିଜ ବିଷୟରେ ଭୁଲ ବୁଝିବା, ପାରସ୍ପରିକ ସମନ୍ୱୟର ଅଭାବ, ଛୋଟ ଛୋଟ କଥାରେ ରାଗିବା, ଅପମାନଜନକ ଭାଷା…

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୁରକ୍ଷା ଛାଉଣୀରେ ଜନତା ମୈଦାନ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାରର ବର୍ଷ ପୂର୍ତ୍ତି ଅବସରରେ ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟରେ ବିଜେପି ସରକାରର ବର୍ଷପୂର୍ତ୍ତି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ରାଜ୍ୟବାସୀଙ୍କୁ ପ୍ରାୟ ୩ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ…

୨୭ରେ ପୁଣି ଲଘୁଚାପ ସମ୍ଭାବନା, ୨୬ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଜୁନ୍ ୨୭ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ନେଇ ସମ୍ଭାବନା ରହିଛି। ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଏହି ଲଘୁଚାପ ସୃଷ୍ଟିର ସମ୍ଭାବନା ଥିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ୨୬ ରୁ ପ୍ରବଳ ବର୍ଷା ହୋଇପାରେ। ୨୬ରୁ ୨…

ଶ୍ରୀ ଭାଗବତ ସାର ୭୩: ବେଦ ସହିତ ଜୈନ ଓ ବୌଦ୍ଧ ଧର୍ମର ମତ ମିଶାଇ ସେଥିରେ ବୈଷ୍ଣବ ଚିନ୍ତାଧାରାର ଅପୂର୍ବ ପ୍ରୟୋଗ…

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ (ଓଡ଼ିଆ )ରଚନା ସମୟରେ ଶ୍ରୀଜଗନ୍ନାଥ ଦାସ କେବଳ ସଂସ୍କୃତ ଭାଗବତ ଶ୍ଳୋକ ଗୁଡିକର ଅକ୍ଷରିକ ଅନୁବାଦ କରି ନାହାନ୍ତି ଅନେକ ସ୍ଥଳରେ ବିଷୟବସ୍ତୁର ସୁକ୍ଷ୍ମ ପରିବର୍ତ୍ତନ, ଭାଵ ସଂପ୍ରସାରଣ, ଭାବ ସଂକ୍ଷେପଣ ଓ ଭାବ…

Google ଲଞ୍ଚ କଲା AI ମୋଡ଼ରେ ସର୍ଚ୍ଚ ଲାଇଭ ଫିଚର୍, ଜାଣନ୍ତୁ କେମିତି କାମକରିବ

ନୂଆଦିଲ୍ଲୀ:ଗୁଗୁଲ ନିକଟରେ ନିଜର ସର୍ଚ୍ଚ ଇଞ୍ଜିନ୍‌ରେ ଏକ ନୂତନ ଫିଚର ‘ସର୍ଚ୍ଚ ଲାଇଭ୍‌’ ଲଞ୍ଚ କରିଛି, ଯାହା କୃତ୍ରିମ ବୁଦ୍ଧିମତା (AI) ମୋଡ୍‌ରେ କାମ କରୁଛି। ଏହି ଫିଚର ବ୍ୟବହାରକାରୀଙ୍କୁ ରିଅଲ-ଟାଇମରେ ସର୍ଚ୍ଚ ଫଳାଫଳ ଦେଖାଇବା ସହ ସେମାନଙ୍କ ପ୍ରଶ୍ନର ତୁରନ୍ତ ଉତ୍ତର ପ୍ରଦାନ କରୁଛି।…

ଆଧାରକୁ ନେଇ ଆସିଲା ବଡ଼ ଖବର, ଏହି ତାରିଖ ଯାଏଁ ମାଗଣା ଅପଡେଟ

ଭୁବନେଶ୍ୱର: ଭାରତୀୟ ନାଗରିକଙ୍କ ପାଇଁ ଆଧାର କାର୍ଡ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପରିଚୟ ଦଲିଲ। ଏହା କେବଳ ଏକ କାଗଜପତ୍ର ନୁହେଁ, ବରଂ ସରକାରୀ ଯୋଜନା, ବ୍ୟାଙ୍କ ସେବା, ଓ ଅନ୍ୟାନ୍ୟ କାର୍ଯ୍ୟରେ ଏହା ଏକ ମୁଖ୍ୟ ସାଧନ। ତେଣୁ, ଆଧାରରେ ଥିବା ସୂଚନା ଯେପରି ନାମ, ଠିକଣା, ଜନ୍ମ ତାରିଖ ଆଦି…

 ‘କେସରୀ ଚାପ୍ଟର ୨’କୁ ନେଇ ବିବାଦ; ମାମଲା ରୁଜୁ କଲା ଟିଏମସି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମସି) ବୁଧବାର ବଲିଉଡ୍ ଫିଲ୍ମ 'କେସରୀ ଚାପ୍ଟର ୨'ର ନିର୍ମାତାଙ୍କ ବିରୋଧରେ ମାମଲା ରୁଜୁ କରିଛି। ଭାରତର ସ୍ୱାଧୀନତା ସଂଗ୍ରାମରେ ରାଜ୍ୟର ଅବଦାନର ଇତିହାସକୁ ବଦନାମ କରିବା ଏବଂ ବଙ୍ଗାଳୀ କ୍ରାନ୍ତିକାରୀଙ୍କୁ ଅପମାନିତ କରିବାର ଅଭିଯୋଗ…

ବିନା ମାମଲାରେ ଯୁବକଙ୍କୁ ଥାନାରେ ଅଟକ ରଖି ଆଇଆଇସି ନିଲମ୍ବିତ

ବାଲେଶ୍ବର: ସସପେଣ୍ଡ ହେଲେ ଭୋଗରାଇ ଥାନା ଆଇଆଇସି । ଜଣେ ଯୁବକଙ୍କୁ ବିନା କୌଣସି ଏଫଆଇଆରରେ ଥାନାରେ ଅମାନୁଷିକ ନିର୍ଯାତନା ଦେଇଥିବା ଅଭିଯୋଗରେ ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କୁ ସସପେଣ୍ଡ କରାଯାଇଛି । ତାଙ୍କ ବିରୋଧରେ ଏତଲା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।…

ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ସହ ସ୍ଥାୟୀ ଶକ୍ତି ସମାଧାନ ପାଇଁ ଏଲଓଆଇ ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କେ ଭି ସିଂହଦେଓ ଗୁରୁବାର ୟୁକେର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ (ଟିବିଆଇ)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଟୋନି ବ୍ଲେୟାରଙ୍କୁ ଦିଲ୍ଲୀର ତାଜ ପ୍ଯାଲେସ ହୋଟେଲରେ ଭେଟିଛନ୍ତି।…

ଆସନ୍ତାକାଲି ୨୭୫୦ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ରେଳ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ୨୦ ଜୁନ୍ ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୨୭୫୦ କୋଟିରୁ ଅଧିକ ମୂଲ୍ୟର ଯୋଜନାଗୁଡ଼ିକର ଶିଳାନ୍ୟାସ ସହ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ 'ବିକଶିତ ଭାରତ - ବିକଶିତ ଓଡ଼ିଶା' ସଂକଳ୍ପକୁ ସାକାର…