Latest Odisha News

BREAKING NEWS

ରାତି ୧୧ଟାରେ ଆରମ୍ଭ ହୋଇଥିଲା ସଞ୍ଜୁ-ଚାରୁଲତାଙ୍କ ପ୍ରେମ କାହାଣୀ

ଚେନ୍ନାଇ: ଭାରତୀୟ କ୍ରିକେଟର ପ୍ରତିଭାବାନ ୱିକେଟକିପର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କ ପ୍ରେମ କାହାଣୀ ବେଶ ରୋଚକ ଥିଲା । ଚାରୁଲତାଙ୍କ ସହ ପ୍ରେମ ସମ୍ପର୍କ ନିବୀଡ ହେବା ପରେ ଉଭୟ ବିବାହ କରିଥିଲେ । ମାର ଇଭାନିୟୋସ କଲେଜରେ ଉଭୟ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ ।…

ଆହୁରି ଭୟଙ୍କର ହେବ ଇରାନ-ଇସ୍ରାଏଲ ଯୁଦ୍ଧ, ଇରାନ ସମର୍ଥନରେ ବାହାରିଲେ ଚୀନ ଓ ରୁଷିଆ

ଆହୁରି ଭୟଙ୍କର ହେବ ଇରାନ-ଇସ୍ରାଏଲ ଯୁଦ୍ଧ । ତୃତୀୟ ବିଶ୍ବଯୁଦ୍ଧ ରୂପ ନେବ କି ଯୁଦ୍ଧ ? ଏମିତି ଆଶଙ୍କା ଦେଖାଦେଲାଣି.. ଇସ୍ରାଏଲ ସପକ୍ଷରେ ଆମେରିକା ବାହାରିଥିବା ବେଳେ, ଏବେ ଇରାନ ସପକ୍ଷରେ ବାହାରିଛନ୍ତି ଦୁଇ ଶକ୍ତି ରାଷ୍ଟ୍ର ଚୀନ ଓ ରୁଷିଆ । ଇରାନ-ଇସ୍ରାଏଲ ଯୁଦ୍ଧ ସ୍ଥିତିକୁ ନେଇ ଚୀନ…

ସିକ୍କିମ ବସ୍ ଦୁର୍ଘଟଣା: ଭୁବନେଶ୍ୱର ଫେରିଲେ ଆଉ ୨ ଓଡିଆ, ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି

ଭୁବନେଶ୍ୱର: ସିକ୍କିମ୍ ବସ୍ ଦୁର୍ଘଟଣାରେ ଉଦ୍ଧାର ହୋଇ ଚିକିତ୍ସିତ ହେଉଥିବା ଦୁଇ ଜଣ ଓଡ଼ିଆ ସ୍ଵୟଂ ସୁପ୍ରୀତ ନାୟକ (୧୬) ଓ ସାଇରାଜ ଜେନା (୧୭) ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ…

ମାର୍କେଟକୁ ଆସିଲା ଏସି ହେଲିମେଟ, ଦାମ ମାତ୍ର ଏତିକି…

ଭୁବନେଶ୍ୱର: ଦେଶର ଅନେକ ଅଞ୍ଚଳରେ ଏବେ ଗରମର ପ୍ରକପ ଜାରି ରହିଛି, ଏପରି ସ୍ଥିତିରେ ଟ୍ରାଫିକ୍ ପୋଲିସମାନେ ଖରାରେ ଠିଆ ହୋଇ କାମ କରୁଛନ୍ତି। ସାରା ଦିନ ଖରାରେ କାମ କରିବା ଯୋଗୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏହି ଖରା ସମସ୍ୟାର ସମାଧାନ ପାଇଁ ନୋଏଡାରେ ଟ୍ରାଫିକ୍…

ପ୍ରଥମ ଟେଷ୍ଟ ପୂର୍ବରୁ ଦଳର  ରଣନୀତି ଖୁଲାସା କଲେ ଗିଲ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତର ଅଧିନାୟକ ଶୁଭମନ ଗିଲ ଦଳର ରଣନୀତି ସମ୍ପର୍କରେ ଖୁଲାସା କରିଛନ୍ତି । ଜୁନ ୨୦ରୁ ପ୍ରଥମ ଟେଷ୍ଟ ଲୀଡ୍ସରେ ଖେଳାଯିବ । ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମକୁ ଟେଷ୍ଟରେ ବିଜୟ ହାସଲ କରିବାକୁ ହେଲେ…

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ‘ଆମ ବସ’ ରୁଟରେ ପରିବର୍ତନ

ଭୁବନେଶ୍ୱର: ରାଜ୍ୟରେ ମୋହନ ମାଝୀ ସରକାରଙ୍କର ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଯେଉଁଠି ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଆସନ୍ତା ଜୁନ ୨୦ରେ ଓଡ଼ିଶା ଗସ୍ତରେ ଆସିବେ। ଏହାକୁ ନଜରରେ ରଖି ଶୁକ୍ରବାର…

ରାଜ୍ୟରେ ଡାଇରିଆ ସ୍ଥିତି ନିୟନ୍ତ୍ରଣାଧୀନ: ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର: ଯାଜପୁରରୁ ଆରମ୍ଭ ହୋଇଥିବା ଏହି ଝାଡାବାନ୍ତି ସ୍ଥିତି ଧୀରେ ଧୀରେ ଅନେକ ଜିଲ୍ଲାରେ ଦେଖାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଡାଇରିଆରେ ୨୧ ଜଣଙ୍କ ମୃତ୍ୟୁ ହେଲାଣି। https://youtu.be/B7bRmv_67x8?si=q12YlY8-DAVDALiI ଗ୍ରାଉଣ୍ଡ ଜିରୋକୁ ଯାଇ ହଇଜା ସ୍ଥିତିର ଅନୁଧ୍ୟାନ…

ଉନ୍ମୋଚନ ହେଲା ତେନ୍ଦୁଲକର-ଆଣ୍ଡରସନ ଟ୍ରଫି, ବିଜୟୀ ଦଳକୁ ମିିଳିବ ପଟୌଦ୍ଦି ପଦକ

ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବେ ତେନ୍ଦୁଲକର-ଆଣ୍ଡରସନ ଟ୍ରଫି ଭାବେ ନାମିତ ହେବ । ପୂର୍ବରୁ ଏହି ସିରିଜର ନାମ ପଟୌଦ୍ଦି ଟ୍ରଫି ପାଇଁ ଖେଳା ଯାଉଥିଲା । ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ତେନ୍ଦୁଲକର ଓ ଆଣ୍ଡରସନଙ୍କ ଉପସ୍ଥିତିରେ ଏହି…

ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଲେ ୧୨ ମାଓବାଦୀ, ପୋଲିସ ନିକଟରେ କଲେ ଆତ୍ମସମର୍ପଣ

ମାଲକାନଗିରି: ଧିରେ ଧିରେ ଭାଙ୍ଗୁଛି ମାଓବାଦୀଙ୍କ ଗଡ । ଅହିଂସା ପଥ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଏହି ପ୍ରରିପେକ୍ଷୀରେ ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କଥାଗୁଡ଼ିମ ଜିଲ୍ଲା ପୋଲିସ ନିକଟରେ ୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।…

ଆସନ୍ତାକାଲି ପରଦାକୁ ଆସିବ ଧନୁଷ-ରଶ୍ମିକାଙ୍କ ‘କୁବେର’, ରିଲିଜ୍ ପୂର୍ବରୁ ହଟିଲା ୧୯ ସିନ୍

ନୂଆଦିଲ୍ଲୀ:୨୦ ଜୁନରେ ଭାରତୀୟ ସିନେମା ହଲରେ 'କୁବେର' ମୁକ୍ତିଲାଭ କରିବ । ତେବେ ଧନୁଷଙ୍କ ଫିଲ୍ମ 'କୁବେର' ରିଲିଜ ପୂର୍ବରୁ ସେନ୍ସର ବୋର୍ଡ ଫିଲ୍ମର ୧୯ଟି ସିନ୍ କାଟି ଏହାର ରନ୍‌ ଟାଇମ୍ କିଛି ସେକେଣ୍ଡ ହ୍ରାସ କରିଛି । ଏହି ଫିଲ୍ମକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (CBFC)…