ଚଳନ୍ତା ଟ୍ରେନର ଏସି କୋଚ୍ରେ ଧୂପ-ଦୀପ ଲଗାଇ ପୂଜା କଲେ ଯାତ୍ରୀ; ସୁରକ୍ଷା ଉପରେ ଉଠିଲା ବଡ଼ ପ୍ରଶ୍ନ
ନୂଆଦିଲ୍ଲୀ: ଚଳନ୍ତା ଟ୍ରେନରେ ଧୂପ-ଦୀପ ଲଗାଇ ପୂଜା କରୁଥିବାର ଜଣେ ଯାତ୍ରୀଙ୍କ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ଯାତ୍ରା ଜଣଙ୍କ ଟ୍ରେନର ଏସି କୋଚରେ ବସି ଧୂପ ଦୀପ ଲଗାଇ ପୂଜା କରୁଛନ୍ତି । ଯାହାକୁ ଦେଖି ଅନ୍ୟ ଯାତ୍ରୀ ମାନେ ଭୟଭୀତ ହୋଇଯାଉଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓକୁ…