Latest Odisha News

BREAKING NEWS

ଆବୁଧାବିରେ ଏହି ଦିନ ହେବ ଆଇପିଏଲ ମିନି ଅକ୍ସନ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୬ ସଂସ୍କରଣ ପୂର୍ବରୁ ମିନି ନିଲାମ କେଉଁଠାରେ ହେବ ତାହା ଜଣାପଡିଛି । କ୍ରିକଇନଫୋରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡିସେମ୍ବର ୧୬ରେ ଆବୁଧାବିରେ ଏହି ନିଲାମ ଆୟୋଜିତ ହେବ । ୨୦୨୪ରେ ପ୍ରଥମ ଥର ଆଇପିଏଲ ନିଲାମ ଦୁବାଇରେ ହୋଇଥିଲା । ଏହା ପରେ ୨୦୨୫…

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ, କହିଲେ ମାସ୍କ ଯଥେଷ୍ଟ…

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହ ଅନଲାଇନର ସୁବିଧା ଥାଇ ମଧ୍ୟ କଣ ପାଇଁ ବରିଷ୍ଠ ଓକିଲ ମାନେ ଶାରୀରିକ ଭାବରେ ଉପସ୍ଥିତ ରହୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ। ତେବେ ବାୟୁ ପ୍ରଦୂଷଣ ସ୍ଥିତିକୁ "ଅତ୍ୟନ୍ତ…

Iskcon Rathayatra:ପୁଣି ଇସ୍କନର ମନମାନି…ବିଦେଶରେ କରିବ ଅଦିନିଆ ରଥଯାତ୍ରା

ଭୁବନେଶ୍ବର:ପୁଣି ଇସ୍କନର ମନମାନି । ୨୩ରେ ବିଦେଶରେ ଆୟୋଜନ କରିବ ଅଦିନିଆ ରଥଯାତ୍ରା । ତାଇୱାନର ଡିମେଣ୍ଡିଙ୍ଗ ଏମଆରଟି ଏକ୍‌ଜିଟ୍-୬ରେ ଆସନ୍ତା ୨୩ ତାରିଖରେ ହେବ ଆୟୋଜନ। ରଥଯାତ୍ରାରେ ସାମିଲ ହେବାକୁ ଇସ୍କନ ଅନୁଗାମୀ, ଜଗନ୍ନାଥ ପ୍ରେମୀଙ୍କୁ ଯୋଗ ଦେବା ପାଇଁ ଅନ୍‌ଲାଇନରେ ଦେଲା ସୂଚନା ।…

ନିଖୋଜ ଥିଲେ ‘ସୂର୍ଯ୍ୟ’;ଶ୍ରୀସେତୁ ନିକଟରୁ ମୃତଦେହ ଉଦ୍ଧାର

ପୁରୀ:ଶ୍ରୀସେତୁ ନିକଟ ଜଳଭଣ୍ଡାରରୁ ନାବାଳକର କ୍ଷତାକ୍ତ ମୃତଦେହ ଉଦ୍ଧାର । ନାବାଳକକୁ ହତ୍ୟା କରି ଦୁର୍ବୃତ୍ତ ପାଣିରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳର ସୂର୍ଯ୍ୟ ସାହୁ । ଖବରମୁତାବକ, ମଙ୍ଗଳବାର ଜଳଖିଆ ଆଣିବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ…

ଲାଞ୍ଚ ନେଇ ଫସିଲେ ପୋଲିସ ଏଏସଆଇ…

ଭୁବନେଶ୍ୱର: ଭୁବନେଶ୍ୱରର ବାଲିଅନ୍ତାରେ ନିୟୋଜିତ ଜଣେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏଏସଆଇ) ଗୁରୁବାର ଦିନ ଜଣେ ବ୍ୟକ୍ତିଙ୍କ ଠାରୁ ୪,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଦ୍ୱାରା ଗିରଫ ହୋଇଛନ୍ତି। ଅଭିଯୁକ୍ତ ଅଧିକାରୀ ଜଣକ ସୋମନାଥ ପଲେଇ ବୋଲି ଚିହ୍ନଟ ହୋଇଛନ୍ତି।…

ଆଇପିଏଲ ଟ୍ରେଡ ଡିଲ: ଲକ୍ଷ୍ନୌର ଶାର୍ଦ୍ଦୁଳ ମୁମ୍ବାଇ ପକ୍ଷରୁ ଖେଳିବେ

ମୁମ୍ବାଇ: ଆଇପିଏଲ ୨୦୨୬ ନିଲାମ ପୂର୍ବରୁ ପ୍ରଥମ ଟ୍ରେଡ ଡିଲ ହୋଇଛି । ଲକ୍ଷ୍ନୌ ସୁପର ଜ୍ୟାଂଟସର ଶାର୍ଦ୍ଦୁଳ ଠାକୁରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଏହି ଡିଲ ମାଧ୍ୟମରେ ଦଳରେ ସାମିଲ କରିଛି । ଶାର୍ଦ୍ଦୁଳ ଲକ୍ଷ୍ନୌ ଛାଡିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏହି ଟ୍ରେଡ ଡିଲରେ ଖେଳାଳି ଅଦଳ ବଦଳ…

Bhubaneswar: ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ ; ତିଆରି ହେବ ୨ ଥାକିଆ ରାସ୍ତା

ଭୁବନେଶ୍ଵର:ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ୍ ପୋଷ୍ଟ । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ…

Digital Priest: ଡିଜିଟାଲ ପାଷ୍ଟର କ’ଣ? ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ଧାର୍ମିକ ପ୍ରବଚନ

ନୂଆଦିଲ୍ଲୀ: ଆଜିକାଲି ବ୍ରିଟେନରେ ଏକ ନୂତନ ଧାର୍ମିକ ଏବଂ ସାମାଜିକ ଧାରା ଦ୍ରୁତ ଗତିରେ ପ୍ରସାରିତ ହେଉଛି, ଯାହା ଡିଜିଟାଲ ପାଷ୍ଟରଙ୍କ ଯୁଗ ଭାବରେ ଜଣାଶୁଣା। ଏହା ଦେଶର ଯୁବପିଢ଼ିଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରୁଛି। ଏହା ପାରମ୍ପରିକ ଚର୍ଚ୍ଚଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଲୋକମାନେ…

ଟଙ୍କା ଆତ୍ମସାତ ଅଭିଯୋଗରେ କୃଷି ସମବାୟ ସମିତିର ପୂର୍ବତନ ସଂପାଦକ ଗିରଫ

ଭୁବନେଶ୍ୱର: ଆର୍ଥିକ ଠକେଇ ଏବଂ ସୋସାଇଟି ପାଣ୍ଠି ଆତ୍ମସାତ ଅଭିଯୋଗରେ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ବଲାଙ୍ଗୀର ଜିଲ୍ଲାର ଏକ ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସଂପାଦକ-ସହ-ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କୁ ଗିରଫ କରିଛି। ଅଭିଯୁକ୍ତ କୁଶଧ୍ୱଜା ସାହୁ ଜିଲ୍ଲାର ପାଟଣାଗଡ଼…

ନଭେମ୍ବର ୧୬ରୁ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି।ନଭେମ୍ବର ୧୬ରୁ ୩୦ ଯାଏଁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ ହେବାକୁ ଯାଉଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।…