Latest Odisha News

BREAKING NEWS

Bangladesh Army Islamic institute: ପାକିସ୍ତାନ ରାସ୍ତାରେ ବାଂଲାଦେଶ, ସେନାଙ୍କୁ ପଢ଼ାଉଛି କଟ୍ଟରପନ୍ଥୀ ପାଠ!

ନୂଆଦିଲ୍ଲୀ: ପାକିସ୍ତାନର ପଥ ଅନୁସରଣ କରୁଛି ବାଂଲାଦେଶ ସୈନିକମାନଙ୍କୁ କରୁଛି ମୌଳବାଦୀ ପଡ଼ିଲା ଇସଲାମିକ୍ ପ୍ରତିଷ୍ଠାନର ମୂଳଦୁଆ ପାକିସ୍ତାନ ପରି, ବାଂଲାଦେଶ ସେନାରେ ଧର୍ମକୁ ପ୍ରବେଶ କରାଯାଇଛି। ଏହି ଉଦ୍ଦେଶ୍ୟରେ ଏକ ସ୍ୱତନ୍ତ୍ର ୟୁନିଟ୍ ସୃଷ୍ଟି କରାଯାଇଛି। ଜାନୁଆରୀ ୨୦ ରେ…

ହକି ଇଣ୍ଡିଆ ଲିଗ: ଓଡିଶା ଖେଳାଳିଙ୍କ ବଢ଼ୁଛି ପ୍ରାଧାନ୍ୟ, ୬ରୁ ଏବେ ୧୬

ଭୁବନେଶ୍ୱର: ଓଡିଶାର ହକି ଖେଳାଳିଙ୍କ ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଲା ହକି ଇଣ୍ଡିଆ ଲିଗର ସଦ୍ୟ ସଂସ୍କରଣ । ୨୦୧୩ରେ ଏହି ଲିଗ ଆରମ୍ଭ ହୋଇଥିଲା । ସେତେବେଳେ ୬ଜଣ ଓଡିଶା ଖେଳାଳି ଏଥିରେ ଖେଳିବା ପାଇଁ ସୁଯୋଗ ପାଇଥିଲେ । ସେମାନେ ହେଲେ ଅମିତ…

Trump on India-US trade talks: ଡାଭୋସରେ କହିଦେଲେ ଟ୍ରମ୍ପ୍, ‘ଶୀଘ୍ର ଭାରତ ସହିତ ହେବ ଭଲ ଡ଼ିଲ୍’

ନୂଆଦିଲ୍ଲୀ: ଭାରତ ସାଙ୍ଗରେ ବଡ଼ ଡିଲ୍ ଡାଭୋସରେ ଟ୍ରମ୍ପ କଲେ ବଡ଼ ଘୋଷଣା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସାରେ ଖୋଲିଲେ ପେଡି ଗତ କିଛି ମାସ ଧରି ଅଟକି ରହିଥିବା ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଏବେ ବାସ୍ତବ ରୂପ ନେବାକୁ ଯାଉଛି। ନିଜେ ଆମେରିକା ରାଷ୍ଟ୍ରପତି ଏନେଇ ଘୋଷଣା…

ଗ୍ରୀନଲ୍ୟାଣ୍ଡ ପରେ କାହାକୁ କବଜା କରିବ ଆମେରିକା ? ଭାରତକୁ ହେବ ଫାଇଦା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ କବଜା କରି ନିଜ ଦେଶ ସହ ମିଶାଇବାକୁ ଚାହୁଁଛନ୍ତି। ତାଙ୍କ ସେନା କେବେ ଆକ୍ରମଣ କରି ଏହାକୁ ଦଖଲ କରିବ ତାହାର କୌଣସି ସୂଚନା ନାହିଁ। ଗ୍ରୀନଲ୍ୟାଣ୍ଡର ଲୋକମାନେ ମଧ୍ୟ ଏହାକୁ ନେଇ ସତର୍କ ଅଛନ୍ତି। ଟ୍ରମ୍ପ ବାରମ୍ବାର…

ରାଜ୍ୟ ସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ: ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି

ଭୁବନେଶ୍ବର: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ଏହି ପ୍ରରିପେକ୍ଷିରେ ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ…

ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହେଲେ ରିଙ୍କୁ ସିଂ

ନାଗପୁର: ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ଫିନିଶର ରିଙ୍କୁ ସିଂ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ରିଙ୍କୁ ଏହି ମ୍ୟାଚରେ ଏକ ରେକର୍ଡ କରିଛନ୍ତି । ସେ ୨୦ତମ ଓଭରରେ ସର୍ବାଧିକ ଛକା ମାରିବାରେ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି…

ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଉଡିଲା ଡ୍ରୋନ, ଯୁବକ ଅଟକ

ପୁରୀ: ପୁଣି ପୁରୀ ଶ୍ରୀମନ୍ଦିର ଉପରେ ଉଡିଲା ଡ୍ରୋନ୍ । ଆଜି ପୁରୀ ଶ୍ରୀମନ୍ଦିର ପରିକ୍ରମା ପରିସରରେ ଏକ ଡ୍ରୋନ ଉଡୁଥିବା ଖବର ସାମ୍ନାକୁ ଆସିଛି । ଏହାକୁ ପୋଲିସ ଦ୍ୱାରା କାବୁ କରାଯାଇଛି । ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ସିଂହଦ୍ୱାର ଥାନା ସମେତ ଅନ୍ୟ ଏକ ସ୍ୱତନ୍ତ୍ର ଟିମ୍…

ବିଶ୍ୱ ଅର୍ଥନୀତିର ସବୁଠାରୁ ବଡ଼ ଡିଲ୍‌: ଭାରତ ଓ EU ମଧ୍ୟରେ ଐତିହାସିକ ବୁଝାମଣା

ନୂଆଦିଲ୍ଲୀ: ଭାରତ ଏବଂ ୟୁରୋପୀୟ ସଂଘ, EU ମଧ୍ୟରେ ବହୁ ପ୍ରତିକ୍ଷିତ ଦୁନିଆର ସବୁଠାରୁ ବଡ଼ ବାଣିଜ୍ୟିକ ଚୁକ୍ତି ହେବାକୁ ଯାଉଛି । ଏହି ଚୁକ୍ତି ନେଇ ନିଜେ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର୍ ଲେୟେନ୍ ବଡ଼ ସଙ୍କେତ ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ଏକ ଐତିହାସିକ ଚୁକ୍ତିର…

ପଶ୍ଚିମା ଝଡ ପ୍ରଭାବ: ରାଜ୍ୟରେ କମିଲା ଶୀତ, ୪ ଦିନ ଯାଏଁ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର: ଓଡିଶାବାସୀଙ୍କୁ ଏବେ ହାଡ ଭଙ୍ଗା ଶୀତରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ପଶ୍ଚିମା ଝଡ ପ୍ରଭାବରେ ତାପମାତ୍ରା ବୃଦ୍ଧି ପାଇଛି ଏବଂ ଶୀତର ପ୍ରକୋପ କମିଛି । ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ରିପୋର୍ଟ ମୁତାବକ, ରାଜଧାନୀରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨.୩…

Murmu to Visit Odisha: ପୁଣି ଗୃହ ରାଜ୍ୟ ଗସ୍ତରେ ଆସୁଛନ୍ତି ମହାମହିମ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ…

ଭୁବନେଶ୍ୱର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ମାସ ଫେବୃଆରୀ ୨ ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି, ଯାହା ଏକ ସରକାରୀ ଗସ୍ତର ଅଂଶ, ଯେଉଁଥିରେ ବାଲେଶ୍ୱର ଜିଲ୍ଲା ଗସ୍ତ ଅନ୍ତର୍ଭୁକ୍ତ। ମିଳିଥିବା ସୂଚନା ଅନୁଯାୟୀ,…